ଖଲ୍ଲିକୋଟ ; ଛୁରା ମାଡରେ ଗଲା ଯୁବକଙ୍କ ଜୀବନ
ଗଞ୍ଜାମ : ଛୁରା ମାଡରେ ଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି । ଛୁରା ମାଡ଼ରେ ଜଣେ ଯୁବକଙ୍କ ହତ୍ୟା ହୋଇଛି । ଉକ୍ତ ଯୁବକ ଜଣକ ହେଲେ ବସନ୍ତ ପ୍ରଧାନ ।
ଖବର ମୁତାବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ…