Below header
Browsing Tag

kidnaped

ସରକାରୀ ଶିକ୍ଷକଙ୍କୁ ଅପହରଣ କରିବା ପରେ ବନ୍ଧୁକ ମୁନରେ କଲେ ବାହାଘର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବିହାରର ବୈଶାଳୀରେ ଜବରଦସ୍ତି ବିବାହର ଏକ ମାମଲା ସାମ୍ନାକୁ ଆସିଛି । ଜବରଦସ୍ତ ବିବାହ କରିବା ଉଦ୍ଦେଶ୍ୟରେ ବିହାର ପବ୍ଲିକ ସର୍ଭିସ କମିଶନ (ବିପିଏସସି) ଦ୍ୱାରା ନିଯୁକ୍ତ ଜଣେ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା । ଯେତେବେଳେ ଶିକ୍ଷକ ତାଙ୍କୁ ବିବାହ କରିବାକୁ ମନା କରିଦେଲେ, ତାଙ୍କୁ ଖୁବ ମାଡ଼…

ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ଘଟଣା: ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ପଛର ଗୁମର । ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର । ଇଶାଙ୍କ ସାଙ୍ଗ ହିଁ ମାଷ୍ଟରମାଇଣ୍ଡ ଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଧନେଶ୍ୱର ଥିଲା ଇଶାନଙ୍କ ସହପାଠୀ । ୨୦୧୬ ମସିହାରେ ଦୁହେଁ ଏକାଠି ପାଠ…

ଆର୍କିଟେକ କାମ ପାଇଁ ଡାକି ଆଖିରେ ଲଙ୍କା ଗୁଣ୍ଡ ପକାଇଲେ, ଅପହରଣ କରି ପରିବାରକୁ ମାଗିଲେ ୩୦ ଲକ୍ଷ ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁର ଉପକଣ୍ଠ ପାଲୁର୍‌ ହିଲସ୍‌ ନିକଟରେ ଚାଲିଥିବା ଆଇଜର୍‌ ନିକଟରେ ଏକ ହୋଟେଲର ଆର୍କିଟେକ କାମ ପାଇଁ ଡାକି ଅପହରଣ । ପରେ ପରିବାର ଲୋକଙ୍କୁ ୩୦ ଲକ୍ଷର ମୁଣ୍ଡ ଜାମିନ କରିଥିଲେ। ତେବେ ଅପହରଣକାରୀଙ୍କ ଅସାବଧାନତାର ସୁଯୋଗ ନେଇ ଡ଼େଇଁପଡିଲେ ଅପହୃତ ଆର୍କିଟେକ…

ସ୍ୱିଗି ଡେଲିଭରି ବୟ ପତିତପାବନଙ୍କୁ ଉତ୍ତରା ଛକରୁ କିଏ କଲା ଅପହରଣ? ରାସ୍ତାରେ ପଡିଛି ଚପଲ ଓ ଛୁରୀ

କେନ୍ୟୁଜ୍(ବ୍ୟୁରୋ):  ଧଉଳି ନିକଟରୁ ସ୍ୱିଗି ଡେଲିଭରି ବୟଙ୍କୁ ଅପହରଣ । ଅପହରଣ ନେଇ ଥାନାରେ ଏତଲା ଦେଇଛନ୍ତି । ସେ ସ୍ୱିଗିରେ ଡେଲିଭରୀ ବୟ ଭାବେ କାମ କରୁଥିଲେ ପତିତପାବନ ପୃଷ୍ଟି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା ଫୋନ ଯୋଗେ ଘରକୁ ଜଣାଇଛନ୍ତି । କିଛି…

ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା, ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କଲା ହଣ୍ଡପା ପୋଲିସ୍

ଆଠମଲ୍ଲିକ(କେନ୍ଯୁଜ୍): ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା । ଘଟଣାରେ ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କରିଛି ହଣ୍ଡପା ପୋଲିସ । ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପିସ୍ତଲ ଦେଖାଇ ଅପହରଣ କରାଯାଇଥିଲା । ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ପ୍ରଧାନ ନାଗାଝରଣ ଗାଁରେ…

ଭୁବନେଶ୍ବର ଡେଲ୍ଟାରୁ ଯୁବକଙ୍କୁ କିଡନାପ ଘଟଣା: ଅପହରଣ କରାଯାଇନଥିଲା ବରଂ ନିଶାନିବାରଣ କେନ୍ଦ୍ରରୁ ଖସି ଆସିଥିବାରୁ…

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ କିଡନାପ ଘଟଣାର ନୂଆ ଖୁଲାସା। ଯୁବକ ଜଣଙ୍କୁ କିଡନାପ କରିନଥିଲେ ବରଂ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଥିବାରୁ ତାଙ୍କୁ ପୂନର୍ବାର ନେଉଥିଲେ ସେହି କେନ୍ଦ୍ରକୁ  ନେଉଥିଲେ କିଛି ଯୁବକ। ଜାଗୃତି ନିଶାନିବାରଣ କେନ୍ଦ୍ରରର  …

ଭୁବନେଶ୍ବର: ରାସ୍ତା ଉପରୁ ଯୁବକଙ୍କୁ ଅପହରଣ କରି ନେଇଗଲେ ଦୁର୍ବୃତ୍ତ, ଅଟକାଇପାରିଲେନି ଲୋକେ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀର ରାଜ ରାସ୍ତାରେ ହାଇ ପ୍ରୋଫାଇଲ ଡ୍ରାମା । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ କଲେ ଦୁର୍ବୁତ୍ତ। ରାଜଧାନୀରେ ଲକଡାଉନ ଥିବା ସତ୍ତ୍ବେ ଅପରାହ୍ନ ସମୟରେ ଏହି ଡ୍ରାମା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ୱରର ଡେଲଟା ଛକ ନିକଟରେ ଘଟିଛି ଏଭଳି ଘଟଣା ।…