Below header
Browsing Tag

kiit kiss

କିଟ୍‌ ଓ କିସ୍‌ରେ ଆରମ୍ଭ ହେବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର, କାଲି ଉଦଘାଟନ କରିବେ ଜାପାନ ରାଷ୍ଟ୍ରଦୂତ

କେନ୍ୟୁଜ୍(ବ୍ୟୁରୋ):କିଟ୍‌ ଓ କିସ୍‌ରେ ଆରମ୍ଭ ହେବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର। କିଟ୍‌ ଓ କିସରେ ଜାପାନୀ ଭାଷା କେନ୍ଦ୍ର ଓ ଉତ୍କର୍ଷ କେନ୍ଦ୍ର ଖୋଲିବା ସହ ଇଣ୍ଟର୍ନସିପ୍‌ ଏବଂ ମିସ୍ୱିସ୍‌ କ୍ରୀଡା ସିଏସ୍‌ଆର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହିସବୁ ବ୍ୟବସ୍ଥାକୁ ଭାରତରେ…

କ୍ରୀଡ଼ା କ୍ଷେତ୍ରରେ ଆଉ ପାଦେ ଆଗରେ,କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ । କିଟ୍‌ ଓ କିସରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‌ ଏକାଡେମୀ ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘର କେନ୍ଦ୍ରୀୟ ପରିଷଦ ଓ ସାଧାରଣ ପରିଷଦ ବୈଠକରେ…

ଦେଶ ତଥା ରାଜ୍ୟକୁ ଗୌରବାନ୍ଵିତ କରିଥିବା ଅଲିମ୍ପିଆନଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସ୍‌ ପକ୍ଷରୁ ଅଲିମ୍ପିଆନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା। କିଟ୍‌ ଓ କିସ୍‌ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନଙ୍କୁ କିଟ୍‌ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ନିକଟରେ ଟୋକିଓ ଅଲିମ୍ପିକସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା…

କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ, ମେ ୩୧ ପର୍ଯ୍ୟନ୍ତ ଦିଆଯିବ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ। ତାଲା ବନ୍ଦ ମେ ୩୧ ପର୍ଯ୍ୟନ୍ତ ବଢିଥିବାରୁ ସେହି ଅନୁସାରେ କିଟ୍‌ ଓ କିସ୍‌ ପକ୍ଷରୁ ୧୫ଟି ଜିଲ୍ଲାର ୧୮ଟି ସ୍ଥାନ ଏବଂ ଭୁବନେଶ୍‌ରର ୩ଟି ସ୍ଥାନ ମୋଟ ୨୧ଟି ସ୍ଥାନରେ ଦିଆଯାଉଥିବା ରନ୍ଧା ଖାଦ୍ୟ…

ଭୁବନେଶ୍ୱରରେ ଆଜି ତୃତୀୟ ଦିନ ଲାଗି ୩ଟି ସ୍ଥାନରେ ଦୁଇ ଓଳି ରନ୍ଧାଖାଦ୍ୟ ଯୋଗାଇଛି କିଟ୍‌ ଓ କିସ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ କିଟ୍‌ ଓ କିସ ପକ୍ଷରୁ ଆଜି ତୃତୀୟ ଦିନ ଲାଗି ୩ଟି ସ୍ଥାନରେ ଦୁଇ ଓଳି ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଆସୋସିଏସନ ଫର ବ୍ଲାଇଣ୍ଡ, ମଞ୍ଚେଶ୍ୱରର ଗୋପବନ୍ଧୁ ଲେପ୍ରୋସୀ କଲୋନୀ ଓ ଜଗନ୍ନାଥ ଲେପ୍ରୋସୀ କୋଲୋନୀରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି। କିଟ୍‌ ଓ…

ଭୁବନେଶ୍ୱର: ତାଲାବନ୍ଦ ସମୟରେ କିଟ୍‌ ଓ କିସ୍‌ ପକ୍ଷରୁ ନିରାଶ୍ରୟ ଓ ଗରିବଙ୍କୁ ମଧ୍ୟାହ୍ନଭୋଜନ ଓ ରାତ୍ର ଭୋଜନ ଯୋଗାଣ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରର ୪ଟି ସ୍ଥାନରେ ଆଜି କିଟ୍‌ ଓ କିସ ପକ୍ଷରୁ ଦୁଇ ଓଳି ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଆସୋସିଏସନ ଫର ବ୍ଲାଇଣ୍ଡ, ମଞ୍ଚେଶ୍ୱରର ଗୋପବନ୍ଧୁ ଲେପ୍ରୋସୀ କଲୋନୀ ଓ ଜଗନ୍ନାଥ ଲେପ୍ରୋସୀ କୋଲୋନୀ ସହ କଳ୍ପନା ଅଂଚଳର ଏକ ବସ୍ତିରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି।…

ପ୍ରତିଭାବାନ ଖେଳାଳୀଙ୍କ ଦୁଃଖଭରା ଜୀବନରେ ଖୁସିର ପ୍ରଦୀପ ଜାଳିଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ଏଣିକି ଆଉ ଦିନ ମଜୁରୀ କରିବାକୁ ପଡିବ ନାହିଁ । ଦୁଇ ଜାତୀୟ ମହିଳା ଖେଳାଳିଙ୍କୁ ନିଯୁକ୍ତି ଦେଲା କିଟ୍‌ ଓ କିସ୍‌ । ଜାତୀୟ ପଦକ ବିଜେତା ମହିଳା ରଗ୍‌ବୀ ଖେଳାଳି ସୁଜାତା ପ୍ରଧାନ ଓ ମହିଳା ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ ନିଯୁକ୍ତି ସହ ପଢିବାର ସମସ୍ତ ପ୍ରକାର…

କିସ୍‌ ଓ କିଟ୍‌ରେ ପାଳିତ ହେଲା ମହାତ୍ମା ଗାନ୍ଧି ଓ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ,ଶ୍ରଦ୍ଧାସୁମନ ଅର୍ପଣ କଲେ…

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ଓ କିଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧି ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍‌ ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ। ମହାତ୍ମାଗାନ୍ଧିଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ କିସ୍‌…

କିଟ୍‍ ଓ କିସ୍‍ ପକ୍ଷରୁ ପାଳିତ ହେଲା ବିଶ୍ୱ ପରିବେଶ ଦିବସ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କଲେ ବୃକ୍ଷ ରୋପଣ,…

କେନ୍ୟୁଜ୍ (ବ୍ୟୁରୋ): କିଟ୍‍ ଓ କିସ୍‍ ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । କିସ୍‍ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୁଲ୍ୟରେ ଆଜି କିସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ…

ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହେଲେ କିଟ୍‌, କିସ୍‌ ଓ କିମ୍‌ସର ପଦାଧିକାରୀ ଓ କର୍ମଚାରୀ, ଗାନ କଲେ ଓଡିଶାର ଆଦ୍ୟ…

କେନ୍ୟୁଜ୍ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ସମ୍ମାନ । କିଟ୍‌, କିସ୍‌ ଓ କିମ୍‌ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହୋଇଥିଲେ କିଟ୍‌, କିସ୍‌ ଓ କିମ୍‌ସର ପଦାଧିକାରୀ ଓ କର୍ମଚାରୀ । ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରଥମେ…

ଦ୍ୱିତୀୟ ଦିନରେ କିଟ୍‌ ଓ କିସ୍‌ ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ, ରାଜଧାନୀରେ ୩ ଶହଟି ସ୍ଥାନରେ ବୁଲା ଗୋରୁଗାଈ ଓ…

କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଦିନରେ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଏହି କ୍ରମରେ ଆଜି ପୂର୍ବାହ୍‌ଣରେ ଭୁବନେଶ୍ୱରର ଶୈଳଶ୍ରୀ ବିହାରଠାରୁ ଆରମ୍ଭ କରି ପଟିଆ ଅଞ୍ଚଳର ପ୍ରାୟ ୩ ଶହଟି ସ୍ଥାନରେ ବୁଲା ଗୋରୁଗାଈ ଓ…