Browsing Tag

kiss university

କିସ୍‌ରେ ବାର୍ଷିକ ମେଗା ବିଜ୍ଞାନ ମେଳା-୨୦୨୨ ଅନୁଷ୍ଠିତ: ଭାଗ ନେଲେ ଏକ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କିସରେ ବାର୍ଷିକ ମେଗା ବିଜ୍ଞାନ ମେଳା-୨୦୨୨ ଅନୁଷ୍ଠିତ। ଏହି ବିଜ୍ଞାନ ମେଳାରେ କିସ୍‌ର ଏକ ହଜାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ୪ଶହରୁ ଊର୍ଦ୍ଧ୍ୱ ପ୍ରକଳ୍ପ ସ୍ଥାନ ପାଇଛି। କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କିସ୍‌ ପରିଦର୍ଶନ କଲେ ISDP କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, କିସ୍‌ ବିଶ୍ୱବିଦ୍ୟାଳୟ ସହ ହେଲା ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ବର(କେନ୍ୟୁଜ୍):କିସ୍‌ ପରିଦର୍ଶନ କଲେ INSTITUTE FOR SECURITY AND DEVELOPMENT POLICY (ISDP),SWEDEN ର EXECUTIVE DIRECTOR ଡ. ନିକଲାସ୍‌ ସ୍ୱାନଷ୍ଟ୍ରପ୍‌ ଏବଂ CENTER FOR SOUTH ASIAN AND INDO-PACIFIC AFFAIRS (SCSA-IPA) AND EDITORର ମୁଖ୍ୟ ଡ.ଜଗନ୍ନାଥ ପି.…

ପୁଣି ରେକର୍ଡ କଲା କିସ୍ ବିଶ୍ବବିଦ୍ୟାଳୟ,+୨ କଳାରେ ଶତପ୍ରତିଶତ ସଫଳତା

ଭୁବନେଶ୍ୱର(କେନ୍ୟୁଜ୍): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍‍ ହାର ୮୨.୧୦ ପ୍ରତିଶତ ରହିଥିବା ବେଳେ କିସ୍‍ର ହାର ଶତ…

ସନ୍ତରଣର ବିକାଶ ନେଇ କିସ୍‌ ଓ ଗ୍ଲେନ୍‌ମାର୍କ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣା: ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ ସନ୍ତରଣକାରୀ। ସନ୍ତରଣର ବିକାଶ ନେଇ କିସ୍‌ ଓ ଗ୍ଲେନ୍‌ମାର୍କ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ…

ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ: ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ବୌଦ୍ଧ ଗୁରୁ…

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାବର୍ତ୍ତନ ସମାରୋହରେ ବୌଦ୍ଧ ଗୁରୁ ତଥା ରିପା ଇଣ୍ଟରନ୍ୟାସଲର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‌ ଜିଗେ୍‌ମ ରିପୋଞ୍ଚେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଏହି ସମାବର୍ତ୍ତନ…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା: କିସ୍‌ ଛାତ୍ରୀ ସ୍ନେହା ସୋରେନଙ୍କ କମାଲ, ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର(କେନ୍ୟୁଜ୍): ବାଙ୍ଗାଲୋରରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିସ୍‌ ଛାତ୍ରୀ ସ୍ନେହା ସୋରେନ କମାଲ କରିଛନ୍ତି । ୪୯ କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ନାଚ ଇଭେଣ୍ଟରେ ସ୍ନେହା ୬୯ କେଜି ଭାରୋତ୍ତୋଳନ…

କିସ୍‌ ବିଶ୍ୱବିଦ୍ୟାଳୟରେ ଚାଲିଛି ନାନୋ ଇନୋଭେସନ୍‌ ଲାବ୍ରୋଟୋରି କାର୍ଯ୍ୟକ୍ରମ

ଭୁବନେଶ୍ବର(କେନ୍ଯୁଜ୍): କିସ୍‌ ବିଶ୍ୱବିଦ୍ୟାଳୟ ପରିସରରର ଆୟୋଜିତ ହୋଇଛି ନାନୋ ଇନୋଭେସନ୍‌ ଲାବ୍ରୋଟୋରି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିସ୍‌ ଭାଇସ୍‌ ଚାନ୍ସଲର ପ୍ରଫେସର…

କରୋନା ପାଇଁ କିସ୍‌ରେ ପୁନଶ୍ଚ ଛୁଟି ଘୋଷଣା,ଗାଁକୁ ଚାଲି ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କରୋନା ପାଇଁ ପୁଣି କିସ୍‌ରେ ଛୁଟି ହେଲା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କିସ୍‌ କର୍ତ୍ତୃପକ୍ଷ ଆଜିଠାରୁ କିସ୍‌କୁ ପୁନଶ୍ଚ ଛୁଟି ଘୋଷଣା କରିଛନ୍ତି। କିସ୍‌ ଛାତ୍ରଛାତ୍ରୀମାନେ ଆଜି ସେମାନଙ୍କ ନିଜ ନିଜ ଗାଁକୁ…

କିସରେ ଫୁଟବଲ୍‌ ଫର୍‌ ସ୍କୁଲ୍‌ ଉଦଘାଟିତ, କ୍ରୀଡ଼ାରେ ବିନିଯୋଗ ହିଁ ଯୁବଗୋଷ୍ଠୀଙ୍କ ପାଇଁ ବିନିଯୋଗ: ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଫିଫା ଓ କିସର ମିଳିତ ସହଯୋଗରେ ବୁଧବାର କିସରେ ଫୁଟବଲ୍‌ ଫର୍‌ ସ୍କୁଲ୍‌ କାର୍ଯ୍ଯକ୍ରମକୁ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି। କରୋନା ନିୟମ ମଧ୍ୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସୁଇଜର୍ଲ୍ଯାଣ୍ଡ ସାଂସଦ ଡ. ନିକ୍‌ ଗଗର୍‌, ଫିଫା…

କିସ୍‌ ୟୁନିଭର୍ସିଟ ତରଫରୁ ୨୩ଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‌ ମାନ୍ୟତା କରାଗଲା ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୩ଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରଫେସର ଏମେରିଟସମାନେ ସମୟକୁ…

କିସ୍‍ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ, ଜାଣନ୍ତୁ ସେମାନେ କିଏ?

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ…

ରାୟଗଡା ଜିଲ୍ଲାର ଆଦିମ ଜନଜାତିଙ୍କ ପାଇଁ ଆଲୋକ ବର୍ତ୍ତିକା ସାଜିଛି କିସ୍: ସ୍ନାତକୋତ୍ତର ପାସ୍ କରି ଉଚ୍ଚ ଶିକ୍ଷା ପାଇଁ…

ରାୟଗଡା: ଶିକ୍ଷା ହିଁ ବିକାଶର ଚାବିକାଠୀ । ଯାହାର ଉଦାହରଣ ସାଜିଛି କିସ୍ ଅନୁଷ୍ଠାନ । ରାୟଗଡା ଜିଲ୍ଲାର ଅନ୍ଧାରୀ ମୁଲକର ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋକର ବର୍ତ୍ତିକା ସାଜିଛି କିସ୍ । ଅଗମ୍ୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବପ୍ନ । ଏହିଭଳି…