Browsing Tag

koraput ganja seized

କୋରାପୁଟରୁ ପୁଣି ୪୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ପୋଲିସ, ଜଣେ ଗିରଫ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ପୁଣି ସଫଳତା । ୪୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ସହ ଜଣେ ଗିରଫ । ବାଙ୍ଗରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣର ପ୍ରସ୍ତୁତି ବେଳେ ମାଡ଼ିବସିଥିଲା ଲମତାପୁଟ ପୋଲିସ । ଚଢଉରେ ୨୦ଟି ଗଞ୍ଜେଇ ବସ୍ତା ଜବତ ସହ ମାମଲାରେ…

କୋରାପୁଟ ପୋଲିସ୍ ଦ୍ଵାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ପିକଅପ ଗାଡି ସହ ୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ପାଡୁଆ ପୋଲିସ ଦ୍ଵାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ରାଇସିଂ ଗ୍ରାମ ନିକଟରୁ ପିକଅପ ଗାଡି ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।…

ଲମତାପୁଟ-ମାଛକୁଣ୍ଡ ପୋଲିସକୁ ସଫଳତା: ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ

କେରାପୁଟ: ଲମତାପୁଟ -ମାଛକୁଣ୍ଡ ପୋଲିସକୁ ସଫଳତା । ସଗର ଛକ ନିକଟ ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ ହୋଇଛି। ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ୩ କ୍ୱିଣ୍ଟାଲ ୯୦ କେଜି ଗଞ୍ଜେଇ ସହ ଟ୍ରାକ୍ଟରକୁ ଜବତ କରାଯାଇଛି।…

କୋରାପୁଟ: ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ । ଏହାସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାଛକୁଣ୍ଡରୁ ବିହାର ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଏମାନଙ୍କୁ ଅଟକ ରଖିଛି । ତେବେ ଜବତ  ଗଞ୍ଜେଇର ଆନୁମାନିକ…

କୋରାପୁଟ ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧାରପଡିଛି ବିପୁଳ ଗଞ୍ଜେଇ । କଡ୍ରୀ ଗ୍ରାମ ଘାଟି ଛକ ନିକଟରେ ଲମତାପୁଟ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଲମତାପୁଟ ଅଞ୍ଚଳରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ…