କୋରାପୁଟ: ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ । ଏହାସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମାଛକୁଣ୍ଡରୁ ବିହାର ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଏମାନଙ୍କୁ ଅଟକ ରଖିଛି । ତେବେ ଜବତ  ଗଞ୍ଜେଇର ଆନୁମାନିକ ମୂଲ୍ଯ ୪ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅନ୍ଯପଟେ  ଗଞ୍ଜେଇ କେଉଁ ଠାରୁ କାହା ନିକଟରୁ ଆଣାଯାଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ନନ୍ଦପୁର SDPO କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.