Browsing Tag

koraput news

କୋରାପୁଟ ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧାରପଡିଛି ବିପୁଳ ଗଞ୍ଜେଇ । କଡ୍ରୀ ଗ୍ରାମ ଘାଟି ଛକ ନିକଟରେ ଲମତାପୁଟ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଲମତାପୁଟ ଅଞ୍ଚଳରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ…

କୋରାପୁଟ କାପସିପୁଟ ଗ୍ରାମର ମଉଡମଣି ଘନ ଜାନୀ, ନିଜର ଚିନ୍ତାଧାରା ଓ ଭଲ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର

କୋରାପୁଟ: ଭଲ ପାଠ ପଢ, ନିଜେ ଭଲ ମଣିଷ ହୁଅ । ନିଜେ ଆଗକୁ ବଢ, ନିଜ ଜାତି ଭାଇ ମାନଙ୍କ ଆଙ୍ଗୁଳି ଧରି ସେମାନଙ୍କୁ ବି ଉପରକୁ ଉଠାଇବାକୁ ଚେଷ୍ଟା କର । କିସ୍  ଓ କିଟ୍ ର ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତଙ୍କ ଏକ ପ୍ରେରଣାରେ ଉଦବ୍ରୁତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍…

କୋରାପୁଟ ଟାଉନ ଥାନା ସିଲ୍‌: ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

କୋରାପୁଟ : କୋରାପୁଟ ଟାଉନ ଥାନା ସିଲ୍‌ । ଥାନାରୁ ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କରାଯାଇଛି । ସମସ୍ତ କାର୍ଯ୍ୟ ସଦର ଥାନାରେ ଚାଲିବ । ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତଙ୍କୁ କୋଭିଡ…

କୋରାପୁଟ : ଟିଭି ପଛପଟୁ ବାହାରିଲା ୪ ଫୁଟ ଲମ୍ବର ନାଗସାପ

କୋରାପୁଟ : ଟିଭି ପଛପଟୁ ବାହାରିଲା ନାଗସାପ । କୋରାପୁଟ ସୁନାବେଡା ଥାନା ଥାଟପଦରଗୁଡା ଗାଁର ଜଗନ୍ନାଥ ନାୟକଙ୍କ ଘରୁ ସାପ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଟିଭି ଅନ୍‌ କରିବାକୁ ଯିବା ବେଳେ ସାପକୁ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ୪ ଫୁଟ ଲମ୍ବର…

କୋରାପୁଟ ପାଡୁଆ ଡାକବଙ୍ଗଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪ ଜୀବନ। ମୃତକମାନେ ସମସ୍ତେ ପାଡୁଆ ଗାଁର। ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍‌ରେ ୪ଜଣ ଗାଁକୁ ଫେରୁଥିବାବେଳେ ଭାରସାମ୍ଯ ହରାଇ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡାକବଙ୍ଗଳା…

ଆଳୁ ଖୋଳୁଖୋଳୁ ମହାଦେବ : ଚୋରା କାଠ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, ଠାବ ହେଲା ନକଲି ମଦ…

କୋରାପୁଟ: ଫରେଷ୍ଟ ବିଭାଗ ହାତରୁ ଚମ୍ପଟ ମାରିଲା ଚୋରା କାଠ ବେପାରୀ । କୋରାପୁଟ ଜିଲ୍ଲା ଜୟପୁରର ଚିଲିଗୁଡ଼ା ଠାରେ ଏକ ଘରେ କାଠ ବେପାର ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ଚୋରା କାଠ ଜବତ ହେବା ସହ ଏକ ନକଲି ମଦ ତିଆରି କାରଖାନା ଚାଲିଥିବା ଠାବ…

କୋରାପୁଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା, ଜନ୍ମ ଦେଲେ ଶିଶୁପୁତ୍ର

କୋରାପୁଟ: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା। ଜନ୍ମ ଦେଲେ ଶିଶୁପୁତ୍ର। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡ଼ା ସଙ୍ଗରୋଧ ଗୃହରେ ଘଟିଛି ଏହି ଘଟଣା । ତେବେ ବର୍ତ୍ତମାନ  ମାଆ ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି । ଉଭୟଙ୍କୁ ବୋରିଗୁମ୍ମା…

ଆତ୍ମସମର୍ପଣ କଲେ ୪ଲକ୍ଷ ଟଙ୍କାର ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ତୁଳସୀ ଉଲାକା

କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ହେବ…