Browsing Tag

labor

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପିତ କଲେ ଶ୍ରମ ମନ୍ତ୍ରୀ , ଦେଲେ ୨୬୬୦ କୋଟି…

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ । ସମାରୋହକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୩୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧିନରେ ପଞ୍ଜିକୃତ କରାଯାଇଛି । ଏଥିରେ ୨୬୬୦ କୋଟି ଟଙ୍କା ସହାୟତା ପ୍ରଦାନ…

ଅଣହଟ୍‌ସ୍ପଟ୍‌ ଅଞ୍ଚଳରେ ଆରମ୍ଭ ହେବ ଅର୍ଥନୈତିକ କାର୍ଯ୍ୟକଳାପ, କାଲିଠାରୁ ଶ୍ରମିକଙ୍କୁ କାମ ମିଳିବ

କେନ୍ୟୁଜ(ବ୍ୟୁରୋ): କାଲିଠାରୁ ଶ୍ରମିକଙ୍କୁ କାମ ମିଳିବ । ଅଣହଟ୍‌ସ୍ପଟ୍‌ ଅଞ୍ଚଳରେ ଆରମ୍ଭ ହେବ ଅର୍ଥନୈତିକ କାର୍ଯ୍ୟକଳାପ । କିନ୍ତୁ ପ୍ରବାସୀ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ଯେଉଁ ରାଜ୍ୟରେ ଅଛନ୍ତି ସେହି ରାଜ୍ୟରେ ରହିବେ। କିନ୍ତୁ ନିଯୁକ୍ତ ମିଳିବ । ଏଥିପାଇଁ ରିଲିଫ୍‌…

ଦୁବାଇରେ ଫସିଲେ ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ 

ଗଞ୍ଜାମ(କେନ୍ୟୁଜ୍): ପୁଣି ଫସିଲେ ଓଡ଼ିଆ ଶ୍ରମିକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ମାଣିକପୁର ଓ କୈରାସି ଗାଁର ୧୮ ଜଣ ଶ୍ରମିକ  ଦୁବାଇ ଯାଇ ଫସିଯାଇଛନ୍ତି  । ଗାଁର ଜଣେ ଦଲାଲ ମାସିକ ୩୫ ହଜାର ଟଙ୍କା ଦିଆଯିବ ବୋଲି କହି ୭ମାସ ତଳେ ଦୁବାଇର ନେଇଥିଲେ  । ତେବେ ସେଠାରେ କାମ ବଦଳରେ…

ଦାଦନର ଦୁଃଖ, ପାରିଶ୍ରମିକ ମାଗିବାରୁ ଶ୍ରମିକଙ୍କ ଆଙ୍ଗୁଠି କାଟିଦେଲା ମାଲିକ

ଅଭାବନୀୟ, ବର୍ବର କାଣ୍ଡ । ପାରିଶ୍ରମିକ ମାଗିବାରୁ ଶ୍ରମିକଙ୍କ ଆଙ୍ଗୁଠି କାଟି ଦିଆଗଲା। ଆଉ ଜଣେ ଶ୍ରମିକଙ୍କ ମୁହଁ ଉପରେ ଏସିଡ୍‌ ମାଡ ହେଲା। ଆନ୍ଧ୍ରପ୍ରଦେଶରେ ଇଟାଭାଟିରେ ଓଡ଼ିଆ ଶ୍ରମିକଙ୍କ ଉପରେ ଏପରି ନିର୍ଯାତନା ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ହେମଗିରି ବ୍ଲକ ଭୁର୍ତା ଅଂଚଳର ୧୧ ଜଣ…

ସାଉଦିଆରବରେ ଫସିଛନ୍ତି ୧୪ ଶ୍ରମିକ : ପାରିଶ୍ରମିକ ବଦଳରେ ମିଳୁଛି ନିର୍ୟାତନା

ଗଜାଂମ(କେନ୍ୟୁଜ୍) : ଅଧିକ ରୋଜଗାର ଆଶାରେ ବିଦେଶ ଯାଇଥିଲେ ହେଲେ ଏବେ ସେଠାରେ ଫସି ଯାଇଛନ୍ତି। ନା ପାରିଶ୍ରମିକ ପାଉଛନ୍ତି ନା ସେଠୁ ମୁକୁଳି ପାରୁଛନ୍ତି । ସାଉଦିଆରବରେ ନିର୍ୟାତନାର ଶିକାର ହୋଇଛନ୍ତି ଗଂଜାମ ଖଲିକୋଟ ଅଞ୍ଚଳର ୧୪ ଜଣ ଶ୍ରମିକ। ବିଶାଖାପାଟଣାର ଏକ ସଂସ୍ଥା ଜରିଆରେ ଏମାନେ…