Below header
Browsing Tag

laddu

ଘରେ ବସି ଫ୍ରିରେ ଅର୍ଡର କରି ପାରିବେ ରାମ ଲଲାଙ୍କ ପ୍ରସାଦ, ଜାଣନ୍ତୁ ଅନଲାଇନ୍‌ ପ୍ରୋସେସ୍‌

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭୋଗ ଲଗାଯାଇଥିବା ଶ୍ରୀରାମଙ୍କ ପ୍ରସାଦକୁ ଖାଇ ପୂଣ୍ୟ ଅର୍ଜନ କରିବାକୁ ଚାହୁଁଛନ୍ତିି କି ? ଯଦି ଆପଣଙ୍କ ମନରେ ଏଭଳି କିଛି ଇଚ୍ଛା ଅଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଘରେ ବସି ଆପଣ ନିଜ ଠିକଣାରେ ରାମଙ୍କ ପ୍ରସାଦ ଅର୍ଡର…

ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା GI ଟ୍ୟାଗ୍ ମାନ୍ୟତା, ସୁଆଦ ଚାଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଫଳରେ ମଗଜି ଲଡୁର ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଏହାର ଆପ୍ଲିକେସନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି । ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି…

କାହିଁକି ଗୋଲ ହୋଇଥାଏ ଲଡୁ? ଜାଣନ୍ତୁ ଏହାର ଇତିହାସ

ଭାରତରେ କୌଣସି ଖୁସି ଖବର କିମ୍ବା ଭଲ କାମ ହେଲେ ତୁରନ୍ତ ପାଟି ମିଠା କରିବାକୁ କୁହାଯାଏ । ପାଟିକୁ ମିଠା କରିବା ପାଇଁ ସବୁଠାରୁ ସାଧାରଣ ମିଠା ହେଉଛି ଲଡୁ । ଭାରତରେ ଲଡୁ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଲଡୁ ବିଭିନ୍ନ ଜିନିଷରୁ ତିଆରି ହୋଇଥାଏ । ମିଠା ମଧ୍ୟରେ ଲଡୁର ଚାହିଦା ବେଶ ଅଧିକ ।…

ତାଳଚେର: ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ

ତାଳଚେର(କେନ୍ୟୁଜ୍): ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ । ତାଳଚେର ଗଣେଶ ପୂଜାର ୩୧ କ୍ବିଣ୍ଟାଲ ଓଜନର ଆଜ୍ଞା ଲଡୁ ନିଲାମ ହୋଇଛି । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲଡୁ ନିଲାମ ହୋଇଛି । ଯାହା ଚଳିତ ବର୍ଷ ଏହି ଆଜ୍ଞା ଲଡୁ ରେକର୍ଡ ଭାଙ୍ଗିଛି । ଆଜି ତାଳଚେର ଗଣେଶ ପୂଜାର ଶେଷ ଦିନରେ ଏହି…