ଅଶ୍ଳିଳ ଭିଡିଓ ଭାଇରଲ କରାଇଦେବାର ଧମକ ଦେଇ ଗିରଫ ହେଲେ ଲେଡି ବ୍ଲାକମେଲର
ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ କବଜାରେ ଲେଡି ବ୍ଲାକମେଲର । ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଲେଡି ବ୍ଲାକମେଲର ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଅଂଚଳର ସସ୍ମିତା ଜେନା । ଜଣେ ବିବାହିତା ମହିଳାଙ୍କୁ ଫୋନ୍ କରି…