ଦୀର୍ଘ ୫୪ ବର୍ଷ ପରେ ଦୃଶ୍ୟମାନ ହେଲା ଏକ ବିରଳ ସୂର୍ଯ୍ୟୋପରାଗ, ୫ ଘଣ୍ଟା ୧୦ ମିନିଟ୍ ଧରି ଚାଲିଲା ଛାଇ ଆଲୁଅ ଖେଳ
ନୂଆଦିଲ୍ଲୀ : ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନର ଅଗ୍ରଗତି ହେଲାଣି । ଯାହାଫଳରେ ଆମେ ଜାଣିସାରିଲେଣି କି ଗ୍ରହଣ ଓ ପରାଗ କାହିଁକି ଓ କିପରି ସଂଘଟିତ ହୁଏ । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ,…