Below header
Browsing Tag

launched in india

ଲଞ୍ଚ ହେଲା Redmi Note 10 Pro Max, ଶସ୍ତା ଫୋନରେ ମିଳିବ ଜବରଦସ୍ତ କ୍ଯାମେରା

ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Redmi Note 10 Pro Max । ଏହି ଫୋନରେ ୧୦୮ ଏମପି କ୍ଯାମେରା ରହିଛି। ଏହାର ଜବରଦସ୍ତ କ୍ଯାମେରା ସହିତ ଶସ୍ତା ହେବ ବୋଲି ମଧ୍ୟ ରହିଛି। ଏହି ଫୋନକୁ ସାଓମୀ ୱେବସାଇଟ, ଆମାଜନ ଏବଂ ମି ହୋମ ଷ୍ଟୋର୍ସରୁ କିଣିପାରିବେ। ଏଥିରେ ୧୬ ଏମପିର in-display selfie…

Samsung ଲଞ୍ଚ କଲା ୫୦୦ ଘଣ୍ଟାର ଷ୍ଟାଣ୍ଡବାଏ ରଖୁଥିବା ୱେୟାରଲେସ ହେଡଫୋନ, ଦାମ ମାତ୍ର ୧,୯୯୯ ଟଙ୍କା

ସାମସଙ୍ଗ ନିଜ ନୂଆ ୱେୟାରଲେସ୍ ହେଡଫୋନ୍ Samsung Level U2 ଲଞ୍ଚ୍ କରିଦେଇଛି । କମ୍ପାନୀ ଦାବି ମୁତାବକ, ଏହି ନୂଆ ହେଡଫୋନକୁ ଥରେ ଚାର୍ଜ କଲେ ୫୦୦ ଘଣ୍ଟାର ଷ୍ଟାଣ୍ଟବାଏ ଟାଇମ ମିଳିବ। ଏହାସହିତ ଏଥିରେ ୧୨mm ଅଡିଓ ଡ୍ରାଇଭର୍ସ ମଧ୍ୟ ମିଳିବ। ସାମସଙ୍ଗର ଏହି ନେକବ୍ୟାଣ୍ଡ ଇୟରଫୋନକୁ…

କ୍ବାଡ୍ କ୍ଯାମେରା ସେଟଅପ୍ ଏବଂ ମଲ୍ଟି ଗ୍ରେଡ୍ ବିଲ୍ଡ ସହିତ ଭାରତରେ ଲଞ୍ଚ ହେଲା LG K42, ଦାମ୍ ୧୧ ହଜାର ଟଙ୍କା

LG K42 ଭାରତରେ କ୍ବାଡ କ୍ଯାମେରା ସେଟଅପ୍ ସହିତ ଲଞ୍ଚ ହୋଇଛି। ଯାହାର ବ୍ଯାଟେରୀ କ୍ଷମତା ୪,୦୦୦ mAh । ଏହି ଫୋନ ୯ଟି ଅଲଗା ଅଲଗା କ୍ଯାଟୋଗରୀ ସହିତ US ମିଲିଟ୍ରୀ ଡିଫେନ୍ସ ଷ୍ଟାଣ୍ଡାଡ୍ ଟେଷ୍ଟିଂ ପାସ୍ କରିଛି। ଏଥିରେ ହାଇ- ଲୋ ଟେମ୍ପ୍ରଚର, ଶକ୍, ଭାଇବ୍ରେସନ, ହ୍ଯୁମିଡିଟି ସାମିଲ ରହିଛି।…

ଭାରତରେ ସାଓମୀ ଲଞ୍ଚ୍ କଲା Mi QLED 4K ଟିଭି, ଏହିସବୁ ଟିଭିକୁ ଦେବ ଟକ୍କର

ଆଜି ଭାରତରେ ସାଓମୀ Mi QLED 4K ଟିଭି ଲଞ୍ଚ କରିଛି। ତେବେ କମ୍ପାନୀ ଏପର୍ଯ୍ଯନ୍ତ ମଡେଲ ନାମ କ’ଣ ରଖିବ ତାହା ଘୋଷଣା କରିନାହିଁ। ଏହି ନୂଆ Mi ଟିଭି ମଡେଲ୍ ମାଧ୍ୟମରେ ସାଓମୀ ସାମସଙ୍ଗ, ଟିସିଏଲ୍ ଏବଂ ୱାନପ୍ଲସ ଭଳି ଦେଶରେ QLED ଟିଭି ମଡେଲ ପ୍ରଦାନ କରୁଥିବା କମ୍ପାନୀଗୁଡିକ ସହିତ ଟକ୍କର…

ବ୍ଲଡ ଅକ୍ସିଜେନ ସେନ୍ସର ସହିତ boAt ଲଞ୍ଚ କଲା ପ୍ରଥମ ସ୍ମାର୍ଟଓ୍ଵାଚ, ମୂଲ୍ୟ ମାତ୍ର ୧,୯୯୯ ଟଙ୍କା

boAt ଭାରତୀୟ ବଜାରରେ ନିଜର ପ୍ରଥମ ସ୍ମାର୍ଟଓ୍ଵାଚ Storm ଲଞ୍ଚ କରିଛି। ଏହା ଏକ ବଜେଟ ସ୍ୱାର୍ଟଓ୍ଵାଚ, ଯାହାର ମୂଲ୍ୟ ୧,୯୯୯ ଟଙ୍କା ରହିଛି। ଏହା ଇଣ୍ଡ୍ରୋକ୍ଟେରୀ ମୂଲ୍ୟ ଅର୍ଥାତ୍‌ ପରେ ଏହାର ମୂଲ୍ୟ ବଦଳିଯାଇ ପାରିବ। ଇଚ୍ଛୁକ ଗ୍ରାହକ ଏହି ଘଣ୍ଟାକୁ ଫ୍ଲିପକାର୍ଟ ଏବଂ ବୋଟର ଅଧିକାରକ…

ଭାରତକୁ ଆସିଲା Honda Hornet 2.0, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ଭାରତୀୟ ବଜାରକୁ ୧୮୦-୨୦୦ ସିସି ନୂଆ ହର୍ନେଟ୍ ୨.୦ କୁ ବଜାରରେ ଲଞ୍ଚ କରିଛି। ଏଚ୍ଏମ୍ଏସ୍ଆଇ ଏମ୍ଡି, ସଭାପତି ଓ ସିଇଓ ଆତ୍ସୁସି ଓଗାଟା ଏବଂ ବିକ୍ରି ଓ ବିପଣନ ମୁଖ୍ୟ ୟଦବିନ୍ଦର ସିଂହ ଗୁଲେରିଆ ଏହି ଅତ୍ୟାଧୁନିକ ହର୍ନେଟ୍ ବଜାର…

ଭାରତୀୟ ବଜାରରେ ଲଞ୍ଚ ହେଲା Second generation Audi RS7, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ

କରୋନା ମହାମାରୀରେ ଯୋଗୁଁ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା ଅଟୋମୋବାଇଲ ସେକ୍ଟର। ଏବେ ଏହି ସେକ୍ଟର ଧୀରେ ଧୀରେ ନିଜ ସ୍ଥିତିକୁ ଫେରିବାକୁ ଯାଉଛି। ଏମିତିରେ ଏବେ କେତକ ବାଇକ୍‌, ସ୍କୁଟର, କାର ସମେତ କିଛି ନୂଆ ଗାଡି ସାମ୍ନାକୁ ଆସିଛି। ଏପରି ସ୍ଥଳେ ବିଳାସପୂର୍ଣ୍ଣ କାର Audi RS 7…