ଗାୟକ ବି ପ୍ରାକଙ୍କୁ ଧମକ ଦେଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ୧୦ କୋଟି ଦାବି
ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ଧମକ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଗାୟକଙ୍କୁ ୧୦ କୋଟି ଟଙ୍କା ମାଗି ଧମକ ଦେଇଛି । ବି ପ୍ରାକଙ୍କୁ ମେସେଜ କରି ଟଙ୍କା ପଠାଇବାକୁ କହିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ । ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ଦେବାକୁ ଦାବି କରାଯାଇଛି । ପୂର୍ବରୁ…