Browsing Tag

learning dl camp

ଲର୍ଣ୍ଣିଂ, ଡିଏଲ କିମ୍ବା ପିୟୁସି ପାଇଁ ପ୍ରତି ବ୍ଲକ ଓ ସବ୍‌ ଡିଭିଜନରେ ଖୋଲିବ କ୍ୟାମ୍ପ

ସାରା ରାଜ୍ୟରେ ବ୍ଲକ ଓ ସବଡିଭିଜନ ସ୍ତରରେ କ୍ୟାମ୍ପ କରି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନୂଆ ଟ୍ରାଫିକ ନିୟମ ନେଇ ସରକାର ତିନିମାସ…