ରାସ୍ତାରେ ଲୋକଙ୍କୁ ଗୋଡ଼ାଉଥିଲା ଚିତା, କୁକୁର ପହଞ୍ଚି ଲାଞ୍ଜକୁ ଏମିତି କାମୁଡ଼ିଲା ଯେ… ଦେଖନ୍ତୁ ପୂରା ଦୃଶ୍ୟ
ଲକ୍ଡାଉନ୍ ଯୋଗୁ ଜଙ୍ଗଲର ଜୀବଜନ୍ତୁ ଏବେ ରାସ୍ତାରେ ଆସି ବୁଲୁଛନ୍ତି। ହାତୀ, ସିଂହ, ବିଲୁଆ, ଚିତାବାଘ ଆଦି ଏବେ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଚାଲି ଆସୁଛନ୍ତି। କେତେକ ଜୀବ ଚୁପ୍ଚାପ ବୁଲାବୁଲି କରି ପୁଣି ଥରେ ଜଙ୍ଗଲକୁ ଫେରିଯାଉଥିବା ବେଳେ ଆଉ କିଛି ଲୋକଙ୍କୁ ଆକ୍ରମଣ କରୁଛନ୍ତି।…