Browsing Tag

lingaraj

ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି

ଭୁବନେଶ୍ବର(କେନ୍ୟୁଜ୍):  ରାତି ୧୦ଟାରେ ଉଠିବ ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ମହାଶିବ ରାତ୍ରି ପାଇଁ ଭୋର ୩ଟାରୁ ସାଢେ ୩ଟା ଯାଏ ଲିଙ୍ଗରାଜ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢେ ୩ଟାରୁ ଠାରୁ ସକାଳ ୫ଟା ଯାଏ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ।…

ନିର୍ଦ୍ଧାରିତ ସମୟ ପୂର୍ବରୁ ଭକ୍ତିମୟ ପରିବେଶରେ ଉଠିଲା ବାବା ଲିଙ୍ଗରାଜଙ୍କ ମହାଦୀପ

କେନ୍ୟୁଜ୍(ବ୍ୟୁରୋ):  ଭକ୍ତିମୟ ପରିବେଶରେ ଲିଙ୍ଗରାଜ ମନ୍ଦିରରେ ଉଠିଲା  ମହାଦୀପ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାବା ଲିଙ୍ଗରାଜଙ୍କର ଉଠିଛି ମହାଦୀପ। ପାରମ୍ପରିକ ରୀତିନୀତିରେ ମନ୍ଦିର ବେଢା ପରିକ୍ରମା କରି ଦଧିନଉତୀକୁ ଉଠିଲା ମହାଦୀପ  । ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବାର…

ଆସନ୍ତାକାଲି ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ, ଚଳିତ ବର୍ଷ ହେବ ହାଣ୍ଡିଭଙ୍ଗା ଯାତ୍ରା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ମହାଶିବରାତ୍ରି । ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । କେଉଁଠି ବିନା ଭକ୍ତ ତ କେଉଁଠି ଅଳ୍ପ ସଂଖ୍ୟକ ଭକ୍ତ କରିପାରିବେ ଠାକୁର ଦର୍ଶନ । ରାତି ୧୦ଟାରେ ଲିଙ୍ଗରାଜଙ୍କଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି ।…

ଲିଙ୍ଗରାଜ ଦର୍ଶନ ପାଇଁ କୋଭିଡ୍‌ ଟେଷ୍ଟ ଦରକାର ନାହିଁ : ବିଏମ୍‌ସି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଭୁ ଲିଙ୍ଗରାଜ ଭକ୍ତଙ୍କୁ ବଡ଼ ଆଶ୍ୱସ୍ତି । ଦର୍ଶନ ପାଇଁ ମନ୍ଦିରକୁ ଗଲା ବେଳେ ଆଉ ଦରକାର ପଡ଼ିବ ନାହିଁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ । ଅର୍ଥାତ ଲିଙ୍ଗରାଜ ଦର୍ଶନ ପାଇଁ କୋଭିଡ ଟେଷ୍ଟ ବାଧ୍ୟତା ମୂଳକ ନୁହେଁ। ତେବେ ମନ୍ଦିର ଦ୍ୱାରରେ ସମସ୍ତଙ୍କର…

ଆଜିଠୁ ରାଜଧାନୀ ବାସିନ୍ଦାଙ୍କୁ ମିଳିବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ,ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ରାଜଧାନୀ ବାସିନ୍ଦାଙ୍କ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୯ ମାସ ପରେ ଦର୍ଶନ କରିବା ପାଇଁ ଆକୁଳ ହୋଇ ଚାହିଁ ରହିଥିଲେ ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିର…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ, ମନ୍ଦିର ପରିଚାଳନାକୁ ଏକ କମିଟିକୁ ଦେବାକୁ ଅଧ୍ୟାଦେଶରେ…

କେନ୍ୟୁଜ୍(ବ୍ୟୁରୋ):  ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ। ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ୨ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଲିଙ୍ଗରାଜ…

ନିରାଡ଼ମ୍ବର ପରିବେଶରେ ଆଡମ୍ବର ସହକାରେ ସମ୍ପନ୍ନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ

ଭୁବନେଶ୍ବର: ନିରାଡ଼ମ୍ବର ସହକାରେ ସମ୍ପନ୍ନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ଅଳ୍ପ ବରଯାତ୍ରୀଙ୍କୁ । ଖାଲି ଘଣ୍ଟ,କାହାଳୀ ଓ ଶଙ୍ଖ ବାଜୁଥିଲା। ଯାହା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଭକ୍ତିଭାବରେ କନ୍ୟାଘର ପକ୍ଷରୁ ବରଯାତ୍ରୀଙ୍କୁ…

ଲକ୍‌ଡାଉନ୍‌ରେ ଅଟକି ଯିବ ଲିଙ୍ଗରାଜଙ୍କ ରୁକୁଣା ରଥ ? ଏବେବି ସେବାୟତ କହୁଛନ୍ତି ଆମକୁ କିଛି ସ୍ପଷ୍ଟ ଭାବେ କୁହାଯାଇ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ଅଶୋକାଷ୍ଟମୀ । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା । ଏଥିପାଇଁ ରଥ ନିର୍ମାଣ କାମ ବି ସରି ଆସିଲାଣି । ହେଲେ ମନ୍ଦିର ସେବାୟତ ଏବେବି ଆଶଙ୍କାରେ ରଥଯାତ୍ରା ହେବ କି ନାହିଁ । କାରଣ କରୋନା ବ୍ୟାପିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ…