Browsing Tag

lionel messi argentina

ଦିଗଜ୍ଜ ଫୁଟବଲ ଖେଳାଳି ଲିୟୋନେଲ ମେସି ହୋଟେଲର ଦିନକର ଭଡ଼ା ଦେଲେ ୧୭.୫ ଲକ୍ଷ ଟଙ୍କା, ଜାଣନ୍ତୁ

ଆର୍ଜେଣ୍ଟିନାର ଦିଗଜ୍ଜ ଫୁଟବଲର ଲିୟୋନେଲ ମେସିଙ୍କୁ କିଏ ବା ନ ଜାଣେ । ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ପାଇଁ ସେ ସମସ୍ତ ଖେଳ ପ୍ରେମୀଙ୍କ ମନରେ ରାଜ୍ କରନ୍ତି । ତେବେ ଏତେବଡ଼ ଖେଳାଳିଙ୍କୁ ନେଇ କିଏ ବା ଚର୍ଚ୍ଚା ନକରିବ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଉପରେ ଥାଏ ଫ୍ୟାନ୍ସ ମାନଙ୍କ ନଜର ।…

କାନ୍ଦିଲେ ଲିଓନେଲ ମେସି, ବାର୍ସିଲୋନା ସହ ତୁଟାଇଲେ ୧୭ ବର୍ଷର ସମ୍ପର୍କ

କାନ୍ଦିଲେ ମେସି। ଭାବବିହ୍ଵଳିତ ହୋଇ ସାମ୍ବାଦିକଙ୍କ ସାମ୍ନାରେ ହିଁ କାନ୍ଦି ପକାଇଲେ ଆର୍ଜେଣ୍ଟିନାର ଟପ୍‌ ଫୁଟବଲର ଲିଓନେଲ ମେସି। ବାର୍ସିଲୋନା ଛାଡ଼ିବା ବେଳେ ସେ ଖୁବ୍‌ ଦୁଃଖୀ ହୋଇଯାଇଥିଲେ। ରବିବାର ଦିନ ମେସିଙ୍କର ଲାଗି ଏକ ବିଦାୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରେସ୍‌ କନ୍‌ଫରେନ୍ସ…

ଦୁନିଆର ସବୁଠାରୁ ଧନୀ କ୍ରିକେଟର ବିରାଟ କୋହଲି, କିନ୍ତୁ ଏହି ଫୁଟବଲ ଖେଳାଳିଙ୍କ ଠାରୁ କମାନ୍ତି ୫ ଗୁଣା କମ୍ ପଇସା

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ଯତମ। ବିରାଟ ଯେତିକି ଆୟ କରନ୍ତି, ଦୁନିଆର କୌଣସି ବି କ୍ରିକେଟର ସେତିକି ଆୟ କରନ୍ତି ନାହିଁ। ଫୋବର୍ସ ଲିଷ୍ଟ ହିସାବରେ ବିରାଟ ଏହି ମାମଲାରେ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିୟୋନେଲ ମେସି…

ଫୁଟବଲର୍‌ ମେସି ସବୁ ଇଭେଣ୍ଟକୁ ବାତିଲ କଲେ, ଇନ୍‌ଷ୍ଟାରେ ଫ୍ୟାମିଲି ଫଟୋ ଶେୟାର କରି ଲୋକଙ୍କୁ କଲେ କରୋନା ସଚେତନ

ଆର୍ଜେଣ୍ଟିନାର ଫୁଟବଲର୍‌ ଲିୟୋନଲ୍‌ ମେସି ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଲୋକଙ୍କୁ ଅପିଲ କରି କହିଛନ୍ତି, ‘ଏହା ଦାୟିତ୍ୱ ତୁଲାଇବା ଏବଂ ଘରେ ରହିବାର ସମୟ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା ହେବା ଉଚିତ। ଏହା ପରିବାର…