Browsing Tag

lionel messi

କାନ୍ଦିଲେ ଲିଓନେଲ ମେସି, ବାର୍ସିଲୋନା ସହ ତୁଟାଇଲେ ୧୭ ବର୍ଷର ସମ୍ପର୍କ

କାନ୍ଦିଲେ ମେସି। ଭାବବିହ୍ଵଳିତ ହୋଇ ସାମ୍ବାଦିକଙ୍କ ସାମ୍ନାରେ ହିଁ କାନ୍ଦି ପକାଇଲେ ଆର୍ଜେଣ୍ଟିନାର ଟପ୍‌ ଫୁଟବଲର ଲିଓନେଲ ମେସି। ବାର୍ସିଲୋନା ଛାଡ଼ିବା ବେଳେ ସେ ଖୁବ୍‌ ଦୁଃଖୀ ହୋଇଯାଇଥିଲେ। ରବିବାର ଦିନ ମେସିଙ୍କର ଲାଗି ଏକ ବିଦାୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରେସ୍‌ କନ୍‌ଫରେନ୍ସ…

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଜର୍ସି ଖୋଲିଥିଲେ ମେସି, ଲାଗିଲା ୭୦ ହଜାର ଟଙ୍କା ଜୋରିମାନା

ନିଜର ଜର୍ସି ଖୋଲି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମେସିଙ୍କ ପାଇଁ ମହଙ୍ଗା ପଡିଲା। କିମ୍ବଦନ୍ତୀ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସି ନିଜର ଜର୍ସି ଖୋଲିଦେଇଥିଲେ । ମେସି ବାର୍ସେଲୋନା ବିରୋଧରେ ଖେଳୁଥିବା…

ଲିଓନିଲ ମେସିଙ୍କ ଧମାକା, ବାର୍ସିଲୋନା କ୍ଲବ୍ ଛାଡ଼ିବାକୁ ଚାହୁଁଛନ୍ତି ଷ୍ଟାର୍ ଖେଳାଳି

ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ଧରି ସ୍ପେନ୍‌ର ବାର୍ସିଲୋନା ଫୁଟ୍‌ବଲ୍ କ୍ଲବ୍ ପକ୍ଷରୁ ଖେଳୁଥିବା ଷ୍ଟାର୍ ଖେଳାଳି ଲିଓନିଲ ମେସି କ୍ଲବ୍ ଛାଡ଼ିବାକୁ ଚାହୁଁଛନ୍ତି । ଏକଥା ସେ ଲିଖିତ ଭାବେ କ୍ଲବ୍ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ତେବେ ଯାହା ଚର୍ଚ୍ଚା ଚାଲିଛି ଯେ ଚାମ୍ପିଅନ୍ସ ଲିଗ୍…

ଇଣ୍ଟରନେଟରେ ଧମାଲ କରୁଛି କୁନି ମେସିଙ୍କ ରୋନାଲ୍ଡୋ ସର୍ଟ, ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ପାଇଁ ବିଶ୍ୱରେ ୧୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ସହ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହିସବୁ ମଧ୍ୟରେ ୟୁରୋପର ମୁଖ୍ୟ ଦେଶରେ ଖେଳ ପ୍ରତିଯୋଗିତା ରଦ୍ଦ କରାଯାଇଛି। ଏହିସବୁ ମଧ୍ୟରେ ବାର୍ଷିଲୋନା ଇନଷ୍ଟାଗ୍ରାମରେ ଲିୟୋନଲ ମେସିଙ୍କ ଜଣେ ଫ୍ୟାନଙ୍କ ଭିଡ଼ିଓ…

ଫୁଟବଲର୍‌ ମେସି ସବୁ ଇଭେଣ୍ଟକୁ ବାତିଲ କଲେ, ଇନ୍‌ଷ୍ଟାରେ ଫ୍ୟାମିଲି ଫଟୋ ଶେୟାର କରି ଲୋକଙ୍କୁ କଲେ କରୋନା ସଚେତନ

ଆର୍ଜେଣ୍ଟିନାର ଫୁଟବଲର୍‌ ଲିୟୋନଲ୍‌ ମେସି ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଲୋକଙ୍କୁ ଅପିଲ କରି କହିଛନ୍ତି, ‘ଏହା ଦାୟିତ୍ୱ ତୁଲାଇବା ଏବଂ ଘରେ ରହିବାର ସମୟ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା ହେବା ଉଚିତ। ଏହା ପରିବାର…