Browsing Tag

lokasabha

“ବଲାଙ୍ଗିର-ଖୋର୍ଦ୍ଧା ପ୍ରକଳ୍ପରେ, ପୁରୁଣାକଟକରୁ ଫୁଲବାଣୀ ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯାଉ” : ଡ଼.ଅଚ୍ୟୁତ ସାମନ୍ତ

ପୁରୁଣାକଟକରୁ ଫୁଲବାଣୀ ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯାଉ କିମ୍ବା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପରେ ଫୁଲବାଣୀକୁ ସାମିଲ କରାଯାଉ। ଲୋକସଭାରେ ଶୂନ୍ୟକାଳରେ ଫୁଲବାଣୀକୁ ରେଳ ସଂଯୋଗ ପ୍ରସଙ୍ଗ ଉଠାଇ, ଏହି ପ୍ରସ୍ତାବ ଦେଇଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଡ.ସାମନ୍ତ…

ଅଲିମ୍ପିକ୍ସ ପ୍ରସଙ୍ଗ ଆଲୋଚନା ବେଳେ, କିସ୍ ଓ ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ ପ୍ରଂଶସା କଲେ ରାଜୀବ ପ୍ରତାପ ରୁଡ୍ଡି

ଲୋକସଭାରେ କିସ୍ ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି। ଭଲ କାମକୁ ସର୍ବଦା ପ୍ରଶଂସା କରାଯାଏ। କିସ୍ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଆସୁଛି। କିସ୍ ଓ ଡକ୍ଟର ଅଚ୍ୟୁତ…

ପୃଥ୍ଵୀବଲ୍ଲଭଙ୍କୁ ନେଇ ନୂଆ ଟ୍ଵିଷ୍ଟ : ନିରଞ୍ଜନ କହିଲେ, ନିର୍ବାଚନ ଲଢ଼ିବାକୁ ପ଼ୃଥ୍ଵୀ ଆଗ୍ରହୀ ନୁହନ୍ତି

ପୃଥ୍ଵୀବଲ୍ଲଭ ପଟ୍ଟନାୟକଙ୍କୁ ନେଇ ନୂଆ ଟ୍ଵିଷ୍ଟ। ଟିକେଟ ମିଳିଲେ ଚେଷ୍ଟା କରିବେ ବୋଲି କହିଥିଲେ ପୃଥ୍ଵୀବଲ୍ଲଭ। ପିସିସି ସଭାପତି କିନ୍ତୁ କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହନ୍ତି। ସେପଟେ ଦଳ ୧୫ଟି ଲୋକସଭା ଓ ୧୦୫ ବିଧାନସଭା ଲାଗି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି।…

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନର ସମ୍ଭାବନା ନାହିଁ : ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ

ନୂଆଦିଲ୍ଲୀ (କେନ୍ୟୁଜ୍) : ଏକା ସଙ୍ଗରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନର କୌଣସି ସମ୍ଭାବନା ନାହିଁ । ଏହା କହି ସବୁ ଚର୍ଚ୍ଚାର ଅବସାନ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ । ଯେତେ ପର୍ୟ୍ୟନ୍ତ ଏକ ଆଇନଗତ ଢାଞ୍ଚା ତିଆରି ନ ହୋଇଛି, ସେ ଯାଏ ଏକ ସଙ୍ଗେ ନିର୍ବାଚନର…

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା

ନୁଆଦିଲ୍ଲୀ: କ'ଣ ହେବ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବର ଭାଗ୍ୟ। ଆଜି ତାହା ସ୍ପଷ୍ଟ ହେବ। ମୋଦି ସରକାର ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ପରେ ଭୋଟିଂ ହେବ। ଏଭିତରେ ଆଲୋଚନା ବେଳେ ନିଜ ଦଳର ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଭିନ୍ନ…