Below header
Browsing Tag

loot

ଗଞ୍ଜାମ : ବନ୍ଧୁକ ଦେଖାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ( କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଓ ମୋଟର ସାଇକେଲ ଲୁଟ୍ । ଆଜି ସକାଳେ ଅରଖପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ନିଜ ମୋଟର ସାଇକେଲରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ…

ଘର ମାଲିକଙ୍କୁ ବାନ୍ଧି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ

ଝାରସୁଗୁଡ଼ା : ଘର ମାଲିକଙ୍କୁ ବାନ୍ଧି ଲୁଟ୍‌। ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଠିକାଦାର ଶ୍ୟାମଲାଲ୍‌ ଅଗ୍ରଓ୍ଵାଲଙ୍କ ଘର ଗ୍ରୀଲ୍‌ ଭାଙ୍ଗି ଗତକାଲି ରାତିରେ ୧୨…

ମୟୂରଭଞ୍ଜ : ହନୁମାନ କଏନ୍ ଥିବା ସନ୍ଦେହରେ ଡକାୟତି, ପଇସା ନମିଳିବାରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ମୟୁରଭଞ୍ଜ(କେନ୍ୟୁଜ୍): ହନୁମାନ ପଇସା ଥିବା ସନ୍ଦେହରେ ଡକାୟତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଝରଣା ସାହିରେ ହୋଇଛି ଡକାୟତି । ଝରଣାସାହିର ବୀର ହେମ୍ବ୍ରମଙ୍କ ଘରେ ହନୁମାନ ପଇସା ଥିବା ସନ୍ଦେହରେ ବିଳମ୍ବିତ ରାତିରେ ୧୦ରୁ ଅଧିକ ଡକାୟତ ପଶିଥିଲେ । ମୁହଁରେ ମୁଖା ପିନ୍ଧି ଓ ମାରଣାସ୍ତ୍ର…

ଆଠଗଡ: ପେଟ୍ରୋଲ ପମ୍ପ ନିକଟରୁ ଗୁଳି ଫୁଟାଇ ୫୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ: ପେଟ୍ରୋଲ ପମ୍ପ ନିକଟରୁ ଗୁଳି ଫୁଟାଇ କାରରୁ ୫୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ । ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ଗୁରୁଡି ଝାଟିଆ ଥାନା କପୁରସିଂ ଏସାର ପେଟ୍ରୋଲ ପମ୍ପ ନିକଟରେ । ଢେଙ୍କାନାଳର ହୋମିଓପାଥି ଡାକ୍ତର ବିନୟ ମହାପାତ୍ର ଯାଗା କିଣିବା ପାଇଁ ଟଙ୍କା ନେଇ ଯାଉଥିବା ବେଳେ ଏକ…

ରାଜଧାନୀରେ ମାତିଛନ୍ତି ଲୁଟେରା, ପାସପୋର୍ଟ ଅଫିସ୍ ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ଲୁଟ୍

ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ସ୍ଥିତ ପାସ୍ପୋର୍ଟ ଅଫିସ୍ ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ୍ ଗାଡିରେ ଥିବା ବେଳେ ଚତୁରତା ସହ ଭ୍ୟାନିଟି ନେଇ ଚମ୍ପଟ…

ଦିନ ଦ୍ୱିପହରରେ ଲୁଟ, ସ୍କୁଟିରେ ଆସି ଝାମ୍ପିନେଲେ ୧ ଲକ୍ଷ ୮୨ହଜାର ଟଙ୍କା

ସ୍ପଷ୍ଟ ଦିବାଲୋକରେ ଲୁଟ୍‌। ଝାମ୍ପିନେଲେ ୧ ଲକ୍ଷ ୮୨ହଜାର । ବାଣପୁର ଥାନା ବଡ଼ଶଙ୍ଖ ଠାରେ ଏହି ଲୁଟ୍ ହୋଇଛି। ଦିନ ଦ୍ୱିପହରରେ ୨ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠୁ ଲୁଟ କରିଛନ୍ତି। ସେ ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଅଟକାଇ ଟଙ୍କା ସହ ଗାଡି…

ବିପଦଜ୍ଜନକ ଗାଁ : ଯେଉଁଠି ଅପରାଧ ପାଇଁ ଦିଆଯାଏ ଟ୍ରେନିଙ୍ଗ୍, ଲୁଟ୍ ପାଇଁ ପ୍ରସ୍ତୁତ ୫୦୦ ଯୁବକ

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଗୋଟିଏ ଗାଁ ରହିଛି କଡିଆ । ଯାହା କି ଖୁବ୍ ବିପଦଜନକ । କାରଣ ଏଠାରେ ଯୁବପିଢୀଙ୍କୁ ଦିଆଯାଏ ଅପରାଧର ଟ୍ରେନିଙ୍ଗ୍ । ବ୍ୟାଙ୍କରେ ଗ୍ରାହକଙ୍କଠୁ ଏବଂ ବିବାହ ସମାରୋହରେ ଟଙ୍କା ଭର୍ତ୍ତି ବ୍ୟାଗ୍ କିଭଳି ଗାୟବ କରାଯିବ ଦିଆଯାଉଛି ଟ୍ରେନିଙ୍ଗ୍ । ପ୍ରକୃତରେ…

ସୁବର୍ଣ୍ଣପୁର : ପ୍ରଥମେ ଫୋନ୍ କଲ୍ ଆଉ ତାପରେ ଆକାଉଣ୍ଟରୁ ଟଙ୍କା ଗାଏବ

ପ୍ରଥମେ ଫୋନ୍ କଲ୍ ଆଉ ତାପରେ ଆକାଉଣ୍ଟରୁ ଟଙ୍କା ଗାଏବ। ନିଜକୁ ବ୍ରାଞ୍ଚ ମ୍ୟାମେଜର କରି ଗ୍ରାହକଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟ୍। ଏଟିଏମ୍ କାର୍ଡ ନମ୍ବର ଓ ଆଧାର ନମ୍ବର ନେଇ ଟଙ୍କା ଲୁଟ୍ ହୋଇଛି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳ ଗାଁରେ।…

ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣା : ମିଳିଲା ସିସିଟିଭି ଫୁଟେଜ୍‌

କଟକ : ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମିଳିଛି ସିସିଟିଭି ଫୁଟେଜ୍‌ । ସନ୍ଦେହ ଘେରକୁ ଆସିଛି ଏକ ଇନୋଭା କାର୍‌ । କାର୍‌ଟି ନମ୍ବର ବିହୀନ ଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । କାର୍‌ଟି କଟକ ଅଭମୁଖେ ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି…

କ୍ୟାସଭ୍ୟାନରୁ ୩୫ ଲକ୍ଷ ଟଙ୍କା ଲୁଟ ଘଟଣା, ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ

ନିଆଳି : ଇଣ୍ଡିଆନ ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ଟଙ୍କା ନିଆଯିବା ବେଳେ ଗାଡିରେ ଥିବା ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରୁଛି…

ମହିଳାଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ

ରାଉରକେଲା (କେନ୍ୟୁଜ୍) : ମହିଳାଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ। ରାଉରକେଲା ଉଦିତ ନଗର ଥାନା ଓରାମ ପଡ଼ାରେ ଘଟିଛି ଏହି ଲୁଟ। ଓରାମପଡ଼ାର ମାମି ଦାସ ରାସ୍ତାରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଇଟାରେ ଆକ୍ରମଣ କରି ଅଳଙ୍କାର ଲୁଟ କରିବା ପରେ ଫେରାର ହୋଇଯାଇଛି। ଗୁରୁତର ମାମିଙ୍କୁ…

ବେଗୁନିଆ : ଭୂଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କଳାପଥର ଭାପୁର ରାସ୍ତାରେ ପୁଣି ଲୁଟ୍ । ଦିନ ଦ୍ୱିପ୍ରହରରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀ ଭୁବନେଶ୍ୱର ଫେରୁଥିଲେ । ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ୧ଲକ୍ଷ ଟଙ୍କା ଲୁଟି ନେଇଥିବା…