Browsing Tag

loot

ବେଗୁନିଆ : ଭୂଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କଳାପଥର ଭାପୁର ରାସ୍ତାରେ ପୁଣି ଲୁଟ୍ । ଦିନ ଦ୍ୱିପ୍ରହରରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀ ଭୁବନେଶ୍ୱର ଫେରୁଥିଲେ । ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ୧ଲକ୍ଷ ଟଙ୍କା ଲୁଟି ନେଇଥିବା…

ATMକୁ ଟଙ୍କା ନେଇ ଯାଉଥିବା ଭ୍ୟାନ୍‌ ଉପରକୁ ବୋମାମାଡ଼, ଲକ୍ଷାଧିକ ଟଙ୍କା ଲୁଟ

ଟଙ୍କା ଭର୍ତ୍ତି ଭ୍ୟାନ୍‌ ଉପରକୁ ବୋମାମାଡ଼ କରି ଲୁଟ୍‌ । ବେଗୁନିଆ ଗୋବିନ୍ଦପୁର ଛକରେ ATMକୁ ଟଙ୍କା ନେଇ ଯାଉଥିବା ଭ୍ୟାନ୍‌ ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ବୋମାମାଡ଼ରେ ଭ୍ୟାନ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି…

ଓଏଲଏକ୍ସ ଟେଷ୍ଟ ଡ୍ରାଇଭ ନାଁରେ ଲୁଟ, ଅଭିଯୁକ୍ତ ସହ ୨୫ଟି ଗାଡି ଜବତ

ଭୁବନେଶ୍ୱର(କେନ୍ୟୁଜ୍) :ଓଏଲଏକ୍ସ ରୁ-ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟ୍ କରୁଥିବା ‘ଓଏଲଏକ୍ସ ଠକ’କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍। ଦୀର୍ଘଦିନ ହେଲା ଲୋକ ଓ ପୋଲିସକୁ ଚକମା ଦେଇ ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଠାରୁ ଦିନ ଦିପହରରେ ଆଖିରେ ଆଙ୍ଗୁଠି ଗେଂଜି ସେ ଗାଡି ଲୁଟ୍…

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ଧର୍ମଶାଳା ପୋଲିସ ଦ୍ବାରା ୬ ଡକାୟତ ଗିରଫ

ଯାଜପୁର (କେନ୍ୟୁଜ୍) : ଡକାୟତି ଯୋଜନା ଉଦ୍ୟମ ପଣ୍ଡ। ଧର୍ମଶାଳା ପୋଲିସ ଦ୍ବାରା ୬ ଜଣ ଡକାୟତ ଗିରଫ ହୋଇଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ, ମାରଣାସ୍ତ୍ର, ୭ଟି ମୋବାଇଲ, ୨ଟି କ୍ୟାମେରା, ଏଟିଏମ କାର୍ଡ ଓ ସିମ ଜବତ କରିଛି ପୋଲିସ। ଗତକାଲି…

କଟକ : ଦ୍ୱିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଲେ ଦୃର୍ବୁତ୍ତ

କଟକ : ଦ୍ୱିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଲେ ଦୃର୍ବୁତ୍ତ । କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ଥାନା ଏକରୁଖି ଗାଁର ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଦୋକାନ ଭିତରେ ପଶି ଟଙ୍କା ଲୁଟି ନେଇ ଫେରାର…

ଚୌଦ୍ୱାର : ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ଚୌଦ୍ୱାର : ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ । କଟକ ଜିଲ୍ଲା ଚୌଦ୍ୱାର କଳିଙ୍ଗ ଛକ ନିକଟ ଏସ୍‌ବିଆଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସାମସରପୁର ଗାଁର କଳିଙ୍ଗ କେଶରୀ ପ୍ରଧାନ, ବନମାଳି ମହାରଣା ଓ ଢ଼େଙ୍କାନାଳ ଜିଲ୍ଲାର…

କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ

କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ । ଟଙ୍କା ନେଇ ବ୍ୟାଙ୍କକୁ ଗଲାବେଳେ ଲୁଟ୍‌ ଉଦ୍ୟମ କରି ବୋମାମାଡ ହୋଇଛି । କଟକ ସିଡିଏ ସେକ୍ଟର ଅଶ୍ୱିନୀ ହସ୍ପିଟାଲ ନିକଟରେ ଥିବା ବିଶାଲ ପେଟ୍ରୋଲ ପମ୍ପର କର୍ମଚାରୀ ୧୫ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିଲେ । ଦୁଇଜଣ ଯୁବକ ବାଇକ୍‌ରେ ଆସି…

ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରୁ ଲୁଟ୍, ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର : ରାଜଧାନୀରେ ବଡ଼ ଧରଣର ଲୁଟ୍‌ । ଲୁଟି ନେଲେ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା । ଘଟଣା ଘଟିଛି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ମା’ ଗୌରୀ ଜୁଏଲାରୀ ଦୋକାନରୁ । ଦୋକାନର ଜଣେ ଷ୍ଟାଫ୍‌ ଦୋକାନ ବନ୍ଦ କରିବା ପାଇଁ ସଟର ପକାଉଥିଲେ । ଗୋଟିଏ ବ୍ୟାଗ୍‌ରେ ସୁନା ଗହଣା ଓ…

ଟ୍ରେନରୁ ହାଇଟେକ୍‌ ଉପାୟରେ ଲୁଟ୍‌, ଏସି ଟୁ ଟାୟାର ଟିକେଟ କରି ଯାତ୍ରୀଙ୍କୁ ଲୁଟୁଥିଲେ ଦୁର୍ବୃତ୍ତ

ରାଉରକେଲା : ଅଭିନବ ଉପାୟରେ ରେଳରୁ ଚୋରି। ଟାର୍ଗେଟରେ ଏସି ୨ଟାୟାର ବଗିର ଯାତ୍ରୀ। ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିଛି ରାଉରକେଲା ଜିଆରପି। ଏମାନଙ୍କ ଠାରୁ ୨କୋଟି ୨୩ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ରାଉରକେଲା ଆରପିଏଫ। ଅଭିଯୁକ୍ତମାନେ ରାଞ୍ଚିର ବାସିନ୍ଦା।…

ସୋର : ବନ୍ଧୁକ ମୁନରେ ଟଙ୍କା ଓ ଗହଣା ଲୁଟ୍

ସୋର (କେନ୍ୟୁଜ୍) : ବନ୍ଧୁକ ମୁନରେ ଲୁଟ୍ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ସଦର ମହକୁମାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଓ ଗହଣା ଲୁଟ୍ । ମୁହଁରେ କଳା କପଡ଼ା ବାନ୍ଧି ୪ ଜଣ ଦୁର୍ବୃତ୍ତ ଏକ ଦୋକାନରେ ପଶିଥିଲେ । ଦୋକାନ ମାଲିକ ଓ ତାଙ୍କ ସଂପର୍କୀୟ ପ୍ରତିବାଦ କରିବାରୁ ଭୁଜାଲିରେ…

ବ୍ରହ୍ମପୁର : ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍): ଦିନକୁ ଦିନ ଲୁଟ୍ କରିବାର ତରିକା ବଦଳାଉଛନ୍ତି ଲୁଟେରା । କେତେବେଳେ ପୋଲିସର ପରିଚୟ ତ ଆଉ କେତେବେଳେ ସାହାଯ୍ୟ କରିବାର ଆଳ ଦେଖାଇ ଲୁଟି ନେଉଛନ୍ତି । ଆଉ ସାଧାରଣ ଲୋକଟିଏ ଲୁଟେରା ମାନଙ୍କ କଥାକୁ ବିଶ୍ୱାସ କରି ଲୁଟର ଶିକାର ହେଉଛନ୍ତି । ଏଭଳି ଘଟଣା ବ୍ରହ୍ମପୁର ସହରର…

ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର (କେନ୍ୟୁଜ୍) : ବାଲେଶ୍ୱର ନିଧିପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆକ୍ରମଣର ଶୀକାର ହୋଇଥିବା ଡ୍ରାଇଭର ଜଣକ ୟୂପିର ରିଆଜ୍। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ମୁଣ୍ଡ ଓ ଦେହରେ…