Browsing Tag

lord jagannath

କରୋନା ଯୋଗୁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ପରମ୍ପରା

ପୁରୀ: କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପରମ୍ପରା । ଏଥର ଶ୍ରୀକ୍ଷେତ୍ର ପୁରୀରେ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରାରେ ଗହଳିକୁ ବାରଣ କରାଯିବ। ଯାତ୍ରାବେଳେ ସାମାଜିକ ଦୁରତା ବଜାୟ ରହିବ। କଡା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଏହି ପରମ୍ପରା। ଏନେଇ…

ଆସନ୍ତା ୨୬ରେ ପବିତ୍ର ଅକ୍ଷୟ ତୃତୀୟା: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ସରୋବରରୁ ବାହାର କରାଯାଇଛି…

ପୁରୀ: ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର ସହ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ପୁଷ୍କରିଣୀରେ ଏକ ବର୍ଷ ହେବ ବୁଡ଼ି ରହିଥିବା…

ୟେସ ବ୍ୟାଙ୍କରୁ ଉଠିବ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା, ଆସନ୍ତାକାଲି ଟଙ୍କା ଉଠାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର…

କେନ୍ୟୁଜ୍(ବ୍ୟୁରୋ): ୟେସ ବ୍ୟାଙ୍କରୁ ଉଠିବ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା । ଆସନ୍ତାକାଲି ସମସ୍ତ ୫୪୫ ଟଙ୍କା ଉଠାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ୟେସ୍‌ ବ୍ୟାଙ୍କରେ ଟଙ୍କା ଉଠାଣ ଫର୍ମ ଜମା କରିଛି ଶ୍ରୀମନ୍ଦିର ପ୍ରଶାସନ । ୫୪୫ କୋଟି ଟଙ୍କା ଏକକାଳୀନ ଇ-…

ଜଗାର ଟଙ୍କାକୁ ନେଇ ଚିନ୍ତିତ, ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କଲେ ବିଜେଡି ସଂସଦୀୟ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ୍‌ । ନିର୍ମଳା ସୀତାରମଣଙ୍କ ସହ ଏପ୍ରସଙ୍ଗରେ ଆଲୋଚନା କରିଛି ବିଜେଡି ସଂସଦୀୟ ଟିମ୍‌ । ଏହି ଟିମରେ ଥିଲେ ବିଜେଡି ସାଂଦ ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବ ଦୀପାବଳି ବେଶ, ଆଜି ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦେବ ଦୀପାବଳି ବେଶ । ଏହା ୩ଦିନ ଧରି ଚାଲିବ । ଏହି ତିନି ଦିନରେ ମହାପ୍ରଭୁ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିଥାନ୍ତି, ଏବଂ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ମଧ୍ୟ ଦେଇଥାନ୍ତି ।

ଜଟଣୀ ଓ ପିପିଲି ଅଞ୍ଚଳର ୩୬ଟି ଗାଁର ଲୋକଙ୍କ ପାଖକୁ ଫେରିବ ଜଗନ୍ନାଥଙ୍କ ଜମି, ଅଣ୍ଟା ଭିଡିଲେ ଅପରାଜିତା ଷଡ଼ଙ୍ଗୀ ଓ…

ଭୁବନେଶ୍ବର(କେନ୍ୟୁଜ୍):୩୬ଟି ଗାଁର ଲୋକଙ୍କ ପାଖକୁ ଫେରିବ ଜଗନ୍ନାଥଙ୍କ ଜମି। ଜଟଣୀ ଓ ପିପିଲି ଅଞ୍ଚଳରେ ଲୋକ ଫେରିପାଇବେ ଜମି। ଜଟଣୀ ଓ ପିପିଲି ନିର୍ବାଚନ ମଣ୍ଡଳୀର ୩୬ଟି ଗ୍ରାମର ୩ ଲକ୍ଷ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ହୋଇ ଯାଇଥିବା ଅଭିଯୋଗ ହୋଇଛି ।…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସୁପାରିଶ ହୋଇଛି । ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ ସ୍ଥାପନ, ସେବାୟତଙ୍କ ପାଇଁ ଗୁରୁକୁଳ ସ୍କୁଲ ଶୀଘ୍ର ସ୍ଥାପନ, ସେବାୟତ ଛାତ୍ରଛାତ୍ରୀଙ୍କୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମସ୍ତକରେ ଆଜି ଲାଗି ହେବ ସୁନାର ରାହୁ ରେଖା, ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ…

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମସ୍ତକରେ ଆଜି ଲାଗି କରାଯିବ ରାହୁ ରେଖା । ଦ୍ୱିତୀୟ ଭୋଗମଣ୍ଡପ ପରେ ରାହୁ ରେଖା ଲାଗି କରାଯିବାର ପରମ୍ପରା ରହିଛି । ଏହା ଏକ ଗୁପ୍ତନୀତି ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୫ଘଣ୍ଟା ଧରି ବନ୍ଦ ରଖାଯିବା ଅପରାହ୍ନ…

ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଝୁଲଣ ଯାତ୍ରା, ୭ ଦିନ ଧରି ଚାଲିବ ଏହି ପର୍ବ

ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଆଜିଠୁ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରି ସଜା ଯାଇଛି । ଶ୍ରଦ୍ଧାଳୁଙ୍କ ସହ ମଠାଧୀଶ ଶ୍ରୀରାଧା ଓ କୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ଝୁଲାଉଛନ୍ତି…

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ, ଅପେକ୍ଷାରେ ତିନି ରଥ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ମଣ୍ଡପରେ ସଂଧ୍ୟା ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କ ସଂଧ୍ୟା ଦର୍ଶନ କରିଛନ୍ତି। ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ। ଏଥିପାଇଁ ତିନ ରଥ ଏବେ ନାକଚଣା ଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ । ପବିତ୍ର ବାହୁଡ଼ା ଯାତ୍ରା…

ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୁଢ଼ ହେବା ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରି(କେନ୍ୟୁଜ୍): ଆରମ୍ଭ ହେଲା ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ…

ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ବଡ଼ ଆକ୍ରମଣ, ରତ୍ନବେଦୀରୁ ୧୪୪ ବର୍ଷ ଦୂରେଇ ରହିଥିଲେ କାଳିଆ ସାଆନ୍ତ

ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗାକୁ ଦର୍ଶନ କରିବ ଜଗତ । ତେବେ ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ଚମତ୍କାର ବିଷୟରେ ତ ସମସ୍ତେ ଜାଣନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଏହି ମନ୍ଦିର ଉପରେ ଅନେକ ଥର ବଡ଼ ବଡ଼ ହମଲା…