Below header
Browsing Tag

lord jagannath

ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ର ଲୋକାରଣ୍ୟ। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ୧୦୮…

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ ।  ଜଳଲାଗି ପରେ ଦୁର୍ଲଭ ହାତୀବେଶରେ ମହାପ୍ରଭୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ୧୦୮ ଗରା ସୁବାସିତ…

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ବା ଜଳକ୍ରୀଡ଼ା ଏକାଦଶୀ ଅବସରରେ ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ରୋହିଣୀ କୁଣ୍ଡ ନିକଟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିଛନ୍ତି । ଏଥିସହ…

ସୁଧୁରୁଛି ଶ୍ରୀମନ୍ଦିର ସ୍ଥିତି,ମହାପ୍ରଭୁଙ୍କ ନୀତିକାନ୍ତ ସ୍ୱାଭାବିକ ଚାଲିଥିବାବେଳେ ଚଳଚଞ୍ଚଳ ଆନନ୍ଦବଜାର

ପୁରୀ : ସୁଧୁରୁଛି ଶ୍ରୀମନ୍ଦିର ସ୍ଥିତି । ମହାପ୍ରଭୁଙ୍କ ନୀତିକାନ୍ତ ସ୍ୱାଭାବିକ ଚାଲିଥିବାବେଳେ ଚଳଚଞ୍ଚଳ ହୋଇଉଠିଲାଣି ଆନନ୍ଦବଜାର । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଖାଉଛନ୍ତି ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିତି ଅନୁଧ୍ୟାନ କରି ପୁନରୁଦ୍ଧାର…

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ। ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ…

ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରାରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିବାଦ ପର‌୍ୟ୍ୟନ୍ତ ଏକ ସପ୍ତାହ ବ୍ୟାପୀ…

ଆସନ୍ତାକାଲି ମକର ସଂକ୍ରାନ୍ତି, ମହାପ୍ରଭୁଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ

ଭୁବନେଶ୍ବର : ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତୀ ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବାୟତ ମହାପ୍ରଭୂଙ୍କୁ ମାଳଚୂଳ ଲାଗି…