Below header
Browsing Tag

lord shiva

ଆସନ୍ତାକାଲି ନାଗ ପଞ୍ଚମୀ: ଜାଣନ୍ତୁ କିପରି ଶିବଙ୍କୁ ପୂଜିବେ, କ’ଣ କରିବେ ଏବଂ କ’ଣ କରିବେ ନାହିଁ

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ। ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବର। ଏହି ମାସକୁ କାର୍ତ୍ତିକ ମାସ ପରେ ଦ୍ଵିତୀୟ ଶ୍ରାବଣ ମାସ କୁହାଯାଏ। ଶ୍ରାବଣ ମାସର ରହିଛି ଅନେକ ମହତ୍ତ୍ଵ । ସେଥିପାଇଁ କାଉଡ଼ି ଯାତ୍ରା ମଧ୍ୟ କରନ୍ତି ଭକ୍ତ ମାନେ। ତେବେ ଆସନ୍ତା କାଲି ନାଗ ପଞ୍ଚମି। ଏହି ନାଗ…

ଧାର୍ମିକ ମାନ୍ୟତାରେ ଭୋଳାନାଥଙ୍କ ର ରହିଛି ଅନେକ ଅବତାର, ଜାଣନ୍ତୁ ପ୍ରତ୍ୟେକ ଅବତାର ନେବା ପଛରେ ଥିବା କାରଣ

ଶିବ ମହାପୁରାଣରେ ଭଗବାନ ଶିବଙ୍କର ଅନେକ ଅବତାର ଦେଖିବାକୁ ମିଳିଛି। କିନ୍ତୁ ବହୁତ କମ ଲୋକ ଭଗବାନଙ୍କର ଏହି ଅବତାର ସମ୍ପର୍କରେ ଜାଣିନାହାଁନ୍ତି। ଧର୍ମ ଗ୍ରନ୍ଥ ଅନୁସାରେ ଭଗବାନ ଶିବଙ୍କର ୧୯ଟି ଅବତାର ରହିଛି। ଆଜି ଜାଣନ୍ତୁ ଭଗବାନ ଶିବଙ୍କର ଏହିସବୁ ଅବତାର.. ବୀରଭଦ୍ର ଅବତାର: ଭଗବାନ…

ଭଗବାନ ଶିବଙ୍କ ଆଖିର ଲୁହରୁ ଜନ୍ମି ଥିଲା ରୁଦ୍ରାକ୍ଷ ଗଛ, ଜାଣନ୍ତୁ ଏହା ପଛର ରହସ୍ୟ

ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି। ଭଗବାନ ଶିବଙ୍କ ବିଷୟରେ ଅନେକ ପୌରାଣିକ କାହାଣୀ ଅଛି। ଆପଣ ଭଗବାନ ଶିବଙ୍କୁ ରୁଦ୍ରାକ୍ଷର ମାଳା ପିନ୍ଧିଥିବାର ନିଶ୍ଚୟ ଦେଖିଥିବେ। ଭଗବାନ ଶିବଙ୍କ ସହ ଏହା ଜଡିତ ଥିବାରୁ ଏହାକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ ।ରୁଦ୍ରାକ୍ଷ…

ଶ୍ରାବଣ ମାସରେ ମୟୂର ପଙ୍ଖର କରନ୍ତୁ ଏହି ଖାସ୍‌ ଉପାୟ, ଆର୍ଥିକ ସଙ୍କଟ ଦୂର ହେବା ସହ ମିଳିବ ସବୁ ସୁଖ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ସେମିତି ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖ ର ଉପାୟକୁ ମଧ୍ୟ ବେଶି ଗୁରୁତ୍ୱ ଦିଆଯାଇଛି। ଯଦି ଶ୍ରାବଣ ମାସରେ ମୟୂର ପଙ୍ଖର କିଛି ଖାସ ଉପାୟ…

ନୈନିତାଲର ପ୍ରସିଦ୍ଧ ମୁକ୍ତେଶ୍ୱର ମନ୍ଦିର, ସନ୍ତାନ ସୁଖ ପାଇଁ ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି

ହିନ୍ଦୁ ଧର୍ମରେ ଅନେକ ଦେବଦେବୀ ଅଛନ୍ତି। ହିନ୍ଦୁ ଧର୍ମରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ଲୋକଙ୍କର ଭଗବାନଙ୍କୁ ନେଇ ଏକ ବିଶେଷ ଆସ୍ଥା ଦେଖିବାକୁ ମିଳେ। ଆମ ସାରା ଭାରତ ବର୍ଷରେ ପ୍ରତିଟି ସ୍ଥାନରେ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ସେଠାକାର ଲୋକଙ୍କର ବିଶ୍ୱାସ ଓ ଆସ୍ଥା ସେହି…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କରନ୍ତୁ ଏପରି ଉପାୟ, ଜାଣନ୍ତୁ କ’ଣ କରିବେ ନାହିଁ।

ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ୱାସ କରାଯାଏ ଯେ ଯଦି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଲିଙ୍ଗ ସ୍ୱରୂପକୁ ପୂଜା କରାଯାଏ, ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି। ଆଜି ଆମେ ଆପଣଙ୍କୁ ଶିବଲିଙ୍ଗଙ୍କ ପୂଜା ସହ ଜଡିତ କିଛି ତଥ୍ୟ ବିଷୟରେ କହୁଛୁ, ଯାହା କରି ଆପଣ ଚାହୁଁଥିବା ଫଳାଫଳ…

କାଲି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଳୁ…

କାଳୀଙ୍କ ପରେ ଏବେ ଶିବ-ପାର୍ବତୀ ସିଗାରେଟ୍‌ ଟାଣୁଥିବା ଫଟୋ ସେୟାର କଲେ ଫିଲ୍ମ ନିର୍ମାତା ଲୀନା, ପୁଣି ଛନ୍ଦି ହେଲେ…

କାଳୀ ଫିଲ୍ମର ପୋଷ୍ଟର ଉପରେ ବିବାଦ ମଧ୍ୟରେ ନିର୍ଦ୍ଦେଶକ ଲୀନା ମଣିମେକଲଇ ଏବେ ପୁଣି ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ପୋଷ୍ଟକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ପୂର୍ବରୁ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବାର ଫଟୋ ସେୟାର କରିଥିବା ଲୀନା ଏବେ ପୁଣିଥରେ ନିଜ ସୋସିଆଲ…

ଆସୁଛି ଶ୍ରାବଣ: ମାସଯାକ କରନ୍ତୁ ଶିବଙ୍କୁ ଭକ୍ତି; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ

ଭଗବାନ ଶିବଙ୍କୁ ସମର୍ପିତ ଥାଏ ପବିତ୍ର ଶ୍ରାବଣ ମାସ। ଏହି ମାସ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି। ଶ୍ରାବଣକୁ ଶିବଭକ୍ତ ଉତ୍ସାହର ସହିତ ଅପେକ୍ଷା କରି ଥାଆନ୍ତି ଏବଂ ପୂରା ମାସ ଯାକ ଶିବଭକ୍ତିରେ ଲୀନ ରୁହନ୍ତି। ଶିବଙ୍କ ଅଭିଷେକ କରନ୍ତି, ବିଶେଷ ପୂଜାର୍ଚ୍ଚନା କରି ଥାଆନ୍ତି। ଚଳିତ…

ନନ୍ଦୀଙ୍କ କାନରେ ମନସ୍କାମନା କୁହାଯିବାର ଏହା ହେଉଛି କାରଣ, ଏଇଥିପାଇଁ ମହାଦେବଙ୍କ ପ୍ରିୟ ନନ୍ଦୀ

ଭଗବାନ ଶିବଙ୍କ ବାହନ ନନ୍ଦୀ । ସେଥିପାଇଁ ନନ୍ଦୀଙ୍କ ପ୍ରତିମା ଶିବ ମନ୍ଦିର ବାହାରେ ରହିଥାଏ । ଯେଉଁଠି ଶିବ ରହିଥାନ୍ତି ସେଠାରେ ନନ୍ଦୀ ମଧ୍ୟ ରହିଥାନ୍ତି । ଶିବଙ୍କ ପୂଜାରେ ଗଣେଶଜୀ, ମା’ ପାର୍ବତୀ, କାର୍ତ୍ତିକଜୀ ଓ ନନ୍ଦୀଙ୍କୁ ବି ପୂଜା କରାଯାଏ । ଭଗବାନ ଶିବଙ୍କ ବାହନ ନନ୍ଦୀ କର୍ତ୍ତବ୍ୟର…

କାହିଁକି ମାତା ପାର୍ବତୀଙ୍କ ପାଇଁ କୁମ୍ଭୀର ସାଜିଥିଲେ ଭଗବାନ ଶିବ, ଜାଣନ୍ତୁ…

ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଘୋର ତପସ୍ୟା କରିଥିଲେ । ତାଙ୍କ ତପ ଦେଖି ଅନ୍ୟ ଦେବତା ମାନେ ମଧ୍ୟ ଭଗବାନ ଶିବଙ୍କୁ ପାର୍ବତୀଙ୍କ ମନକାମନାପୂର୍ଣ୍ଣ କରିବା ପାଇଁ ଅନୁରେଧ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ପାର୍ବତୀଙ୍କୁ ବିବାହ କରିବା ପୂର୍ବରୁ ଭୋଲେନାଥ ତାଙ୍କ ପରୀକ୍ଷା…

ଏହି ରାଶିଙ୍କ ଉପରେ ମହାଦେବଙ୍କ ରହିଥାଏ ବିଶେଷ କୃପା, ଦୁଃଖ କଷ୍ଟରୁ ମିଳିଥାଏ ମୁକ୍ତି

ସମସ୍ତେ ଇଶ୍ୱରଙ୍କ ଆରାଧନା କରିଥାନ୍ତି | ହେଲେ କିଛି ବ୍ୟକ୍ତିଙ୍କ ଉପରେ ଇଶ୍ୱରଙ୍କ ବିଶେଷ କୃପା ରହିଥାଏ | ରାଶି ନେଇ ଜ୍ୟୋତିଷ ଶାସ୍ତ୍ରରେ ଭିନ୍ନ ଭିନ୍ନ ସ୍ୱଭାବର ବ୍ୟକ୍ତି ଥାଆନ୍ତି | ମାନ୍ୟତା ଅନୁସାରେ ୧୨ଟି ରାଶି ମଧ୍ୟରୁ କିଛି ବିଶେଷ ରାଶି ଉପରେ ଦେବ ଦେବ ମହାଦେବଙ୍କ ବିଶେଷ କୃପା…