Browsing Tag

lord vishnu

ଜାଣନ୍ତୁ କଣ ରହଛି ଭଗବାନ ବିଷ୍ଣୁଙ୍କ ରାମ ଅବତାରର ରହସ୍ୟ

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅବତାର। ରାମ ଅଯୋଧ୍ୟାର ରାଜା ଥିଲେ। ରାମ ବାଲ୍ମୀକିଙ୍କ ମହାକାବ୍ୟ ରାମାୟଣର ମୁଖ୍ୟ ପାତ୍ର। ମହାକାବ୍ୟରେ ଭଗବାନ ରାମଙ୍କୁ ଆଦର୍ଶ ରାଜା ଏବଂ ଆଦର୍ଶ ବ୍ୟକ୍ତି ରୂପେ ବର୍ଣ୍ଣନା କରାଯାଇଛି। ସେ ଭାରତରେ ସବୁଠାରୁ ବ୍ୟାପକ ରୂପେ ପୂଜା ପାଉଥିବା ହିନ୍ଦୁ…

ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ବାମନ ଅବତାରର ରହସ୍ୟ

ବାମନ ଅବତାର ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର। ବାମନ ଅବତାର ତ୍ରେତୟା ଯୁଗର ପ୍ରଥମ ଅବତାର ମଧ୍ୟ। ଭାଗବତ ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଭଗବାନ ବିଷ୍ଣୁ ଆକାଶରେ ଭଗବାନ ଇନ୍ଦ୍ରଙ୍କ ଶକ୍ତିକୁ ପୂର୍ନସ୍ଥାପନ କରିବା ପାଇଁ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ, ଯେପରି ରାଜା ବଳୀଙ୍କ ଯଜ୍ଞରେ…

ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରର ରହସ୍ୟ

ନୃସିଂହ ଅବତାର ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର। ଉଲ୍ଲେଖ ରହିଛି ଭଗବାନ ବିଷ୍ଣୁ ରାକ୍ଷସ ହିରଣ୍ୟକଶ୍ୟପର ବିନାଶ କରିବା ପାଇଁ ନୃସିଂହ ଅବତାର ଧାରଣ କରିଥିଲେ। କଳ୍ପନାରେ ନରସିଂହଙ୍କ ଚେହେରା ମଶିଷ ଶରୀରରେ ସିଂହ ଭଳି ମୁଣ୍ଡ ଏବଂ ପଞ୍ଝା ରହିଥାଏ। ଭାଗବତ ପୁରାଣ ଅନୁଯାୟୀ ହିରଣ୍ୟାକ୍ଷର ଛୋଟ…

ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ବରାହ ଅବତାରର ରହସ୍ୟ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ଅର୍ପିତ ହୋଇଥାଏ। ସେହିପରି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ। ଭଗବାନ ବିଷ୍ଣୁ ଜଗତର କଲ୍ୟାଣ ପାଇଁ ମଧ୍ୟ ଅନେକ ଅବତାର ଧାରଣ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ବରାହ ଅବତାର, ଯେଉଁଥିରେ ଭଗବାନ ପୃଥିବୀକୁ…

ଜାଣନ୍ତୁ ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ କଚ୍ଛପ ଅବତାର

ପୌରାଣିକ ଗ୍ରନ୍ଥରେ ଭଗବାନ ବିଷ୍ଣୁଙ୍କ କୂର୍ମ ଅବତାର ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି। ଯେଉଁଥିରେ ସବୁଠାରୁ ଅଧିକ ମହତ୍ୱ ବିଷ୍ଣୁୁ ପୁରାଣରେ ଉଲ୍ଲେଖ ଅନୁଯାୟୀ ଭଗବାନ ବିଷ୍ଣୁୁ କୂର୍ମ ଅବତାର ଧାରଣ କରି ସମୁଦ୍ର ମନ୍ଥନ ରେ ସାହାଯ୍ୟ କରିଥିଲେ। କୂର୍ମ ଅବତାରକୁ କଚ୍ଛପ ଅବତାର ମଧ୍ୟ…

ଜାଣନ୍ତୁ ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ ମତ୍ସ୍ୟ ଅବତାର

ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ପ୍ରଥମ ଅବତାର ହେଉଛି ମତ୍ସ୍ୟ ଅବତାର। ଭଗବାନ ବିଷ୍ଣୁ ଏହି ଅବତାର ସୃଷ୍ଟି ଅନ୍ତ ସମୟରେ ହୋଇଥିଲା, ଯେଉଁ ସମୟରେ ପ୍ରଳୟ କାଳ ଆସିବାର କିଛି ସମୟ ରହିଥିଲା। ସେହି ସମୟରେ ସତ୍ୟବ୍ରତ ମନୁ ମନୁଷ୍ୟଙ୍କର ଉତ୍ପତି ହୋଇଥିଲା, ଯିଏ ଭଗବାନ ବିଷ୍ଣୁ ଏବଂ…

ଅଧର୍ମକୁ ନାଶ କରି ଧର୍ମର ଜୟ ପାଇଁ ବିଷ୍ଣୁ ଭଗବାନ ନେଇଥିଲେ ଅନେକ ରୂପ, ଜାଣନ୍ତୁ ସେହି ଅବତାରର ନାମ

ଭଗବାନ ବିଷ୍ଣୁ ହିରଣ୍ୟ କଷ୍ୟପୁକୁ ବଧ କରି ନିଜ ଭକ୍ତ ପ୍ରହଲ୍ଲାଦଙ୍କ ଜୀବନ ରକ୍ଷା କରିଥିଲେ। ଭଗବାନ ବିଷ୍ଣୁ ଅନେକ ଥର ବିଭିନ୍ନ ଅବତାର ନେଇ ଦେବଲୋକ ଏବଂ ପୃଥିବୀରେ ଅସୁରଙ୍କର ଅନ୍ତ କରିଛନ୍ତି। ଶ୍ରୀମଦଭଗବତ ଗୀତା ଅନୁସାରେ ସତ୍ୟ ଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ବିଷ୍ଣୁଙ୍କର ୨୪ ଅବତାର…

କେଉଁ ଭୁଲ କାରଣରୁ ଭଗବାନ ବିଷ୍ଣୁଙ୍କ ମୁଣ୍ଡ ଶରୀରରୁ ହୋଇଥିଲା ଅଲଗା , ଜାଣିଛନ୍ତି କି ?

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ପରମେଶ୍ବର ତିନି ପ୍ରମୁଖ ରୂପ ମଧ୍ୟରେ ଜଣେ। ପୁରାଣରେ ଭଗବାନ ବିଷ୍ଣୁଙ୍କୁ ବିଶ୍ବର ପାଳନ କର୍ତ୍ତା କୁହାଯାଇଛି। ତିନି ପ୍ରମୁଖ ରୂପ ମଧ୍ୟରୁ ଅନଯ ଦୁଇ ରୂପ ହେଉଛି ଭଗବାନ ବ୍ରହ୍ମା ଏବଂ ଶିବ। ସେହିପରି ବ୍ରହ୍ମା ସୃଷ୍ଟିର ନିର୍ମାଣ…