Browsing Tag

maa biraja

ଯାଜପୁର: ବିନା ଭକ୍ତରେ ଗଡିଲା ମା ବିରଜାଙ୍କ ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

ଯାଜପୁର ଟାଉନ(କେନ୍ୟୁଜ୍):କୋରନା କଟକଣା ଭିତରେ ଆଜି ସନ୍ଧ୍ୟା ରେ ଆରମ୍ଭ ହେଲା  ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ରଥଯାତ୍ରା। ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ ହୋଇ ଉଠିଛି।  ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ…

ଯାଜପୁର : ଏଥର ଭକ୍ତ ମା’ ବିରଜାଙ୍କ ରଥ ଟାଣିବେ କି ନାହିଁ, ନିଷ୍ପତ୍ତି ଆସନ୍ତା ୪ ତାରିଖରେ

ଯାଜପୁର ଟାଉନ (କେନ୍ଯୁଜ୍): ଭାରତ ବର୍ଷର ୫୧ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ରଥଯାତ୍ରା ଭଳି ସ୍ୱତନ୍ତ୍ର ପରିମ୍ପରା । ମାଙ୍କ ଏହି ରଥଯାତ୍ରା ପ୍ରତିବର୍ଷ ପ୍ରତିପଦ ଠାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ରଥଯାତ୍ରାରେ ସାମିଲ…

ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା

ଯାଜପୁର(କେନ୍ଯୁଜ୍): ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା। ଅଗଷ୍ଟ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଛି। କରୋନା କଟକଣା ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ମନ୍ଦିର ଦୀର୍ଘଦିନ ବନ୍ଦ…

ମା’ବିରଜାଙ୍କ ବରିଷ୍ଠ ସେବାୟତ ତାରାକାନ୍ତ ପାଣିଙ୍କ ପରଲୋକ, କଟକ ମେଡିକାଲରେ ଥିଲେ ଚିକିତ୍ସାଧିନ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଶ୍ରୀ ଅଙ୍ଗ ଲାଗି ବରିଷ୍ଠ ସେବାୟତ ତାରାକାନ୍ତ ପାଣି (୬୮)ଙ୍କ ଆଜି ପ୍ରାତଃ ସମୟରେ  ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କଟକ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ…

ଆଜି ମା’ ବିରଜାଙ୍କ ସ୍ବନକ୍ଷତ୍ରୋତ୍ସବ, ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ ମହାମାୟୀ

ଯାଜପୁର : ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଆଜି ମା ବିରଜାଙ୍କ ଜନ୍ମ ଉତ୍ସବ ପାଳନ ହେଉଛି । ସକାଳୁ ନୀତିକାନ୍ତି ଅନୁସାରେ ମାଙ୍କ ମାହାସ୍ନାନ ସମ୍ପନ୍ନ ହୋଇଛି । ଆଜି ମା ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ । ଏହି ଅବସରରେ ମନ୍ଦିରରେ ବିଶେଷ ଯଜ୍ଞର ଆୟୋଜନ କରାଯିବା ସହିତ…

ମା’ ବିରଜାଙ୍କ ମହିମା ଉପରେ ଆଧାରିତ ଅଡିଓ ଭଜନ ସିଡି ଉନ୍ମୋଚିତ

ଯାଜପୁର ଟାଉନ (କେ ନ୍ୟୁଜ୍‌ ) : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହିମା ଉପରେ ଆଧାରିତ ଏକ ଅଡିଓ ଭଜନ ସିଡି ଉନ୍ମୋଚିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହାକୁ ଉନ୍ମୋଚନ କରିବା ସହ ମା’ ବିରଜାଙ୍କ ମହିମା ପ୍ରଚାର…