କରୋନା ଭାଇରସ୍ ଲକ୍ଡାଉନ୍କୁ ଫିଲ୍ମ ପରଦାରେ ଦେଖିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍
୨୦୨୦ ବର୍ଷ ଆରମ୍ଭ ହେବା ବେଳେ କେହି ଭାବି ବି ନଥିଲେ ଯେ ବର୍ଷଟି ଏତେ ଟେନ୍ସନ୍ରେ କଟିବ। ଫେବ୍ରୁଆରୀ-ମାର୍ଚ୍ଚ ମାସରେ ଭାରତରେ କୋଭିଡ୍-୧୯ ଧୀରେ ଧୀରେ ବ୍ୟାପିବାରେ ଲାଗିଲା। ଫଳରେ ଲୋକଙ୍କ ଜୀବନ ପୂରାପୂରି ବଦଳିଗଲା। ଏହି ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍ଡାଉନ୍ ଲୋକଙ୍କ ଠାରୁ ସବୁ…