Browsing Tag

mahakalapada news

ସୋଲାର ପମ୍ପ ଅଚଳ ପାଇଁ ପିଇବା ପାଣି ଚିନ୍ତା, ନଳକୂପ ଉପରେ ଭରସା କରିଛନ୍ତି ୨୫ରୁ ଉର୍ଦ୍ଧ୍ୱ ପରିବାର

ସୋଲାର ପ୍ରକଳ୍ପ ଖରାପ ଯୋଗୁଁ ପିଇବା ପାଣି ପାଇଁ ଚିନ୍ତାରେ ୱାର୍ଡବାସୀ । ଯେତେ ଅଭିଯୋଗ ହେଉଛି ତଥାପି ମିଳୁନି କିଛି ଫଳ । ଫଳରେ ଗୋଟିଏ ନଳକୂପ ଉପରେ ଭରସା କରିଛନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ ପରିବାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ପିଇବା…

ଚାରି ବର୍ଷର କୁନି ଝିଅ ପୂଜା, ଜନ୍ମ ଠାରୁ ଆଜି ଯାଏଁ ବଞ୍ଚିବାକୁ କରୁଛି ସଂଘର୍ଷ

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୋ ନାଁ ପୂଜା, ମୁଁ ଏବେ ଚାରିବର୍ଷର, କିନ୍ତୁ ଚାଲି ପାରୁନି କି ବୁଲିପାରୁନି, ସାଙ୍ଗ ମାନଙ୍କ ସହିତ ଖେଳି ପାରୁନି। ବାପା ମାଆ ମୋ ଅବସ୍ଥା ଦେଖି ବ୍ୟସ୍ତ ହେଉଛନ୍ତି, ମା ତ ମୋ ମୁହଁକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛି। କିନ୍ତୁ ଏମିତି କେତେଦିନ? ମୁଁ କଣ ଭଲ…

ଅତିଥି ପକ୍ଷୀ ମାନଙ୍କର ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ତିଆରି ହେଲା ବସା

ମହାକାଳପଡା (କେନ୍ୟୁଜ) : ତିଆରି ହେଉଛି ବସା। କୃତ୍ରିମ ବସାରେ ରହିବେ ଅତିଥି। ଅତିଥି ମାନଙ୍କ ଖାସ ଧ୍ୟାନ ରଖିବାକୁ ଯାଇ ତିଆରି ହେଉଛି କୃତ୍ରିମ ବସା। ଏହି ବସାରେ ରହିବେ ବିଦେଶରୁ ଆସିଥିବା ଅତିଥି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବହୁ ଜୀବ ଜନ୍ତୁ, ପଶୁପକ୍ଷୀ ବିଲୁପ୍ତ ଅବସ୍ଥାକୁ ଚାଲି…

ବିଚ୍ ରାସ୍ତା ଉପରେ ମହିଳା କନେଷ୍ଟବଳଙ୍କ ଦାଦାଗିରି, ଅଟୋ ଡ୍ରାଇଭରଙ୍କ ଉପରେ ବର୍ଷିଲା ଚାପୁଡା ଉପରେ ଚାପୁଡା

ମହାକାଳପଡା: ପୋଲିସ ବାଲାଙ୍କ କାରରେ ଅଟୋ ଘସି ହୋଇଯିବାରୁ କାରର କିଛି ଅଂଶ ସ୍କ୍ରାଚ୍ ହୋଇଗଲା । ଏହି ଘଟଣାକୁ ନେଇ ଜଣେ କନେଷ୍ଟବଳ ବିଚ୍ ରାସ୍ତା ଉପରେ ଜଣେ ଅଟୋ ଡ୍ରାଇଭରକୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ ହୋଇଛି । ସୂଚନା ମୁତାବକ ଜଣେ ମହିଳା କନେଷ୍ଟବଳ କାର ଯୋଗେ ଯାଉଥିବା ସମୟରେ ଜମ୍ବୁ…

ମହାକାଳପଡ଼ା: ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ମହାକାଳପଡ଼ା: ଜଙ୍ଗଲ ଜମିରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗର ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବର୍ଷବର୍ଷ ଧରି ଜଙ୍ଗଲ ଜମିରେ ଚିଙ୍ଗୁ଼ଡି ଘେରି କରିଛନ୍ତି ଚିଙ୍ଗୁଡ଼ି ମାଫିଆ। ଏଥିରୁ ମାଫିଆ ମାଲେମାଲ ହେଉଥିବା ବେଳେ…

ନଳକୂପ ଖୋଳା କାମ ଚାଲିଥିବା ବେଳେ ହଠାତ୍ ଘୁ ଘୁ ଗର୍ଜନରେ ଥରି ଉଠିଲା ମାଟି, ଭୟଭୀତ ହୋଇ ଦୌଡ଼ିଲେ ମହାକାଳପଡା ମଳାଢି…

ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ୍ ବାରଡାଙ୍ଗ ପଞ୍ଚାୟତର ମଳାଢି ଗ୍ରାମରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗ୍ରାମର ଶ୍ଯାମ ସୁନ୍ଦର ଭୋଳଙ୍କ ବାଡିରେ ୨୭ଦିନ ହେବ ଏକ ଟ୍ଯୁୱେଲ୍ ଖୋଳା କାମ ଚାଲିଥିଲା । ପାଖାପାଖି ୫୦ ପାଇପ୍ ଗଲାପରେ କାମ ଶେଷ ପର୍ଯ୍ଯାୟରେ ପହଁଚିଥିଲା । ୧୦୦୦…