Browsing Tag

Maharashtra

କେରଳରେ ରେକର୍ଡ ଭାଙ୍ଗିଲା କରୋନା: ଗତ ୨୪ ଘଣ୍ଟାରେ ୫ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି କେରଳ । ଗତ କିଛି ଦିନ ହେବ ଦେଶରେ କରୋନା ଭାଇରସ୍ ସଂଖ୍ୟା ହ୍ରାସ ପାଇଥିବାବେଳେ କେରଳରେ ପୁଣି ଡରାଇଲାଣି କରୋନା । ଏଠାରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିଥିବା କେରଳର କରୋନା ବୁଲେଟିନ୍ ଅନୁଯାୟୀ,…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି। ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ…

ଏଠି ବୋହୂଙ୍କୁ ଲକ୍ଷ୍ମୀ ରୂପରେ ସଜାଇ ପୂଜା କରନ୍ତି ଶାଶୁ ମାନେ, ପାଦ ଧୋଇ ଆର୍ଶୀବାଦ ନିଅନ୍ତି

ପରିବାର ଭିତରେ ଶାଶୁ ବୋହୂର ସମ୍ପର୍କ ବହୁତ ସୁନ୍ଦର ସମ୍ପର୍କ ହୋଇଥାଏ । ଏହି ସମ୍ପର୍କ ମାଆ ଝିଅର ସମ୍ପର୍କ ଭଳି ହୋଇଥାଏ । ଏହାକୁ ଯଦି ଆଦରର ସହ ରଖିବା, ତେବେ ଏହି ସମ୍ପର୍କ ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କରେ ପରିଣତ ହୋଇପାରିବ । କିନ୍ତୁ ଅଧିକାଂଶ ଏପରି ଦେଖିବାକୁ ମିଳେ ଯେ, ଆରମ୍ଭରେ…

ମହାରାଷ୍ଟ୍ର: ଜେଲ୍‌ରୁ ବାହାରି ଜ୍ୱାଇଁ ନିଜ ଶାଶୁକୁ କଲା ବିଭତ୍ସ ହତ୍ୟା, ଗୁପ୍ତାଙ୍ଗରେ ପୂରାଇ ଦେଲା ବାଉଁଶ; କାରଣ…

ମୁମ୍ବାଇର ଭିଲେ ପାର୍ଲେରୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି କି, ଏଠାରେ ଜଣେ ଜ୍ୱାଇଁ ନିଜ ଶାଶୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଉଁଶ ପୂରାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ୧୪ ସେପ୍ଟେମ୍ବର…

ମହାରାଷ୍ଟ୍ର: ରାସ୍ତା ଖରାପ ଯୋଗୁ ଆସିଲାନି ଆମ୍ବୁଲାନ୍ସ, ବେମାର ସ୍ତ୍ରୀକୁ କାନ୍ଧରେ ପକାଇ ଡାକ୍ତରଖାନା ନେଇ ଯାଉଥିଲେ…

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଗଲାଣି, ହେଲେ ଆଜି ବି ଭାରତର କେତେକ ଅଞ୍ଚଳ ଏତେ ପଛୁଆ ରହିଛି ଯେ ଏଠାରେ ଆବଶ୍ୟକ ସୁବିଧା ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ। ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବାର ଅଞ୍ଚଳରେ। ଏଠାରେ ରାସ୍ତା ଖରାପ ଥିବା କାରଣରୁ…

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କଲା ଇଡି

ମନି ଲଣ୍ଡି୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି। ଏହି ମାମଲାରେ ସିବିଆଇ ଦ୍ବାରା ଭ୍ରଷ୍ଟାଚାର ଏବଂ ଅଧିକାରୀ ପଦବୀର ଦୂରୁପଯୋଗ କରିବା ମାମଲାରେ ୨୧ ଏପ୍ରିଲରେ ଦେଶମୁଖଙ୍କ…

ଏଠାରେ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି, ଜାଣନ୍ତୁ କଣ ରହିଛି ଏହାର କାରଣ

ଦୁନିଆରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଘଟଣା ଘଟିଥାଏ । ମହାରାଷ୍ଟ୍ରରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଧ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତଥ୍ୟଟି ଏକଦମ୍ ସତ୍ୟ । କିଛି ଦିନ ହେବ ମହାରାଷ୍ଟ୍ରର…

ମହାରାଷ୍ଟ୍ରରେ ମହାପ୍ରଳୟ, ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ରରେ ମହାପ୍ରଳୟ। ବର୍ଷା ବିତ୍ପାତ ଓ ଭୂସ୍ଖଳନରେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ରରେ ବିପର୍ଯ୍ୟୟ। ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି ଘଟିଛି। ୫୩ ଜଣ ଆହତ ହୋଇଥିବା ବେଳେ ଏବେ ବି ୯୯ ଜଣ ନିଖୋଜ ଅଛନ୍ତି । ୩ ହଜାର ୨୨୧ ଜୀବଜନ୍ତୁଙ୍କ ଜୀବନ…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୨୯ ମୃତ, IMD ଜାରି କଲା ସତର୍କତା

ମହାରାଷ୍ଟ୍ରରେ ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । ରାଇଗଡ଼ ଜିଲ୍ଲାରେ ୨ ଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ୍ ଟିମ ରେସକ୍ୟୁ…

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ୭୦ ବର୍ଷୀୟା ବୃଦ୍ଧାଙ୍କ ଦୃଷ୍ଟିଶକ୍ତି

ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଏହି ଟିକାକୁ ନେଇ ଅନେକ କିଛି ଭୁଲ ଧାରଣା ଏବେ ବି ଲୋକଙ୍କ ଭିତରେ ଚାଲିଛି । ଏବେ ସୁଦ୍ଧା ବହୁ ସଂଖ୍ୟକ ଲୋକ ଟିକା ନେଇ…

ମହାରାଷ୍ଟ୍ରରେ ଜୁନ୍‌ ୧୫ ଯାଏ ବଢିଲା ଲକଡାଉନ୍‌ , ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ଉଦ୍ଧବ ଠାକରେଙ୍କ ପରାମର୍ଶ

ମହାରାଷ୍ଟ୍ର: ତୃତୀୟ ୱେଭ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର ସରକାର। ମେ ମାସରେ ଅହମେଦନଗର ଜିଲ୍ଲାରେ ୮ ହଜାର ଶିଶୁ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତୃତୀୟ ୱେଭରେ ଶିଶୁଙ୍କୁ ଅଧିକ ସଂକ୍ରମଣ ହେବାର ଭୟ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ…

ମହାରାଷ୍ଟ୍ର: ଜୁଇରେ ନିଆଁ ଲଗାଇବା ପୂର୍ବରୁ ହଠାତ ଉଠି ବସିଲେ କରୋନା ରୋଗୀ, ଆଖି ଖୋଲିବା ପରେ କାନ୍ଦିବାକୁ ଲାଗିଲେ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ବିଗତ କିଛିଦିନ ତଳେ ଅନେକ ସହରର ଶ୍ମଶାନ ଘାଟରେ ଶହ ଶହ ସଂଖ୍ୟାରେ ଶବ ପୋଡା ଯାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଯଦିଓ ଏବେକାର ସ୍ଥିତି ପୂର୍ବଠୁ ସାମାନ୍ୟ ସୁଧୁରିଛି। କିନ୍ତୁ…