Below header
Browsing Tag

mahindra bolero

କୂଅରେ ଗଳି ପଡ଼ିଲା ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ, ଘଟଣାସ୍ଥଳରେ ୭ ମୃତ

ମଧ୍ୟ ପ୍ରଦେଶ: ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଛୋଟ ପିଲା ମଧ୍ୟ ରହିଛି। ଗୁରୁବାର ସକାଳେ ବର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ କୂଅରେ ଗଳି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୭ ଜଣଙ୍କ ମୃତ୍ୟୁ…

Mahindra Bolero Neoର ଦମଦାର ଏଣ୍ଟ୍ରି, ଶସ୍ତାଦାମ ସହ ରହିଛି ଶାନଦାର ଫିଚର୍ସ

ଦେଶର ପ୍ରମୁଖ ବାହନ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବେଷ୍ଟ ଏସୟୁଭି Mahindra Bolero Neo ଲଞ୍ଚ କରିଛି । ଆକର୍ଷକ ଲୁକରେ ଦମଦାର ଇଞ୍ଜିନ କ୍ଷମତା ସହିତ ବଜାରକୁ ପ୍ରବେଶ କରିଛି Mahindra Bolero Neo । ଏହାର ଦାମ ୮.୪୮ ଲକ୍ଷ ରହିଛି । କମ୍ପାନୀ ଏହି ଗାଡ଼ିରେ ୯ଟି ସିଟ ରଖିଛି…

ଦେବଦୂତ ସାଜି ଆସିଲା ମହିନ୍ଦ୍ରା ବୋଲେରୋ ଆଉ ବଞ୍ଚାଇଲା ବ୍ୟକ୍ତିଙ୍କ ଜୀବନ, ଦେଖନ୍ତୁ ଭାଇରଲ ଭିଡିଓ

କଥାରେ ଅଛି ରଖେ ହରି ତ ମାରେ କିଏ ଅର୍ଥାତ ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ ସାରା ଦୁନିଆର ଶକ୍ତି ଏକଜୁଟ ହେଲେ ବି ମାରି ପାରିବେନି । ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେରଳ ରାଜରାସ୍ତାରେ । ଥରେ ଭଲକରି ଦେଖନ୍ତୁ ଏଇ ଦୃଶ୍ୟକୁ । ହଠାତ ଏଭଳି ଭୟଙ୍କର ଦୃଶ୍ୟ ଦେଖି…