Below header
Browsing Tag

makar sankranti

ଏହି ୧୦ଟି ନିଆରା ଉପାୟରେ ଭାରତର କୋଣ ଅନୁକୋଣରେ ପାଳନ କରାଯାଏ ମକର ସଂକ୍ରାନ୍ତି

ସାରା ଭାରତବର୍ଷରେ ଖୁବ୍‌ ଉତ୍ସାହର ସହ ଜାନୁୟାରୀ ୧୫ ତାରିଖ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହା ଏକ ବିଶେଷ ପର୍ବ। ଏହି ପର୍ବର ବିଶେଷତ୍ୱ ହେଉଛି ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ତ୍ୱ…

ମକର ସଂକ୍ରାନ୍ତି ଦିନ ଏହି ସବୁ କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ସୂର୍ଯ୍ୟଦେବ

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି। ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ। ଚଳିତବର୍ଷ ଜାନୁୟାରୀ ୧୪ କିମ୍ବା ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି।…

ଜାଣନ୍ତୁ କଣ ରହିଛି ମକର ସଂକ୍ରାନ୍ତିର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ

ମକର ସଂକ୍ରାନ୍ତି ପର୍ବ ଚଳିତ ମାସ (ଜାନୁଆରୀ) ର ୧୪ ଏବଂ ୧୫ ଦିନରେ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ରୁ ମକର ରାଶିରେ ପ୍ରବେଶ କରିଥାନ୍ତି ସେହି ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ମଙ୍ଗଳବାର ୧୪ ଜାନୁଆରୀ ରାତିରେ ସୂର୍ଯ୍ୟ…

ଆସନ୍ତାକାଲି ମକର ସଂକ୍ରାନ୍ତି, ମହାପ୍ରଭୁଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ

ଭୁବନେଶ୍ବର : ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତୀ ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବାୟତ ମହାପ୍ରଭୂଙ୍କୁ ମାଳଚୂଳ ଲାଗି…

ମକର ସଂକ୍ରାନ୍ତି ୨୦୧୯ : ତିନି ବର୍ଷ ପରେ ଏହି ତାରିଖରେ ପାଳନ କରାଯିବ ମକର ସଂକ୍ରାନ୍ତି, ହେବ ବହୁତ ଶୁଭ ସଂଯୋଗ

ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତିକୁ ବର୍ଷର ପ୍ରଥମ ପର୍ବ ବୋଲି ଧରାଯାଏ। ମକର ସଂକ୍ରାନ୍ତି ପର୍ବକୁ ହିନ୍ଦୁମାନଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ବୋଲି ଧରାଯାଏ। କାରଣ ଏହି ଦିନରେ ସମସ୍ତ ଶୁଭ କାର‌୍ୟ୍ୟରେ ଲଗାଯାଇଥିବା ପ୍ରତିବନ୍ଧକୁ ଶେଷ କରାଯାଇଥାଏ। ଏହି ଦିନରେ ଦାନ-ଧର୍ମ…