Browsing Tag

malkanagiri encounter case

ସହିଦ ତାଲିକାରେ କଳାହାଣ୍ଡି ମାଟିର ପୁଅ ସୁବାସ ନାୟକ, ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣର ହୋଇଥିଲେ ଶିକାର

ମାଲକାନଗିରି/ଭବାନୀପାଟଣା (କେ ନ୍ୟୁଜ୍‌) : ମାଟି ପାଇଁ ସହିଦ ହୋଇଗଲେ ବୀର ଓଡିଆ ପୁଅ ସୁବାସ ନାୟକ। ନିଜ ସାଥୀଙ୍କୁ ବଞ୍ଚେଇବାକୁ ଯାଇ ପ୍ରାଣର ବଳି ଦେଇଛନ୍ତି ସୁବାସ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାରେ । ସୁବାସ ନାୟକଙ୍କ ବାପା ମାଆ ଓଡିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ…

ମାଲକାନଗିରି ସୀମାନ୍ତରେ ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ନିହତ ହେଲେ ୪ ଜଣ ହାର୍ଡକୋର ମାଓନେତା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଂଚଳରେ ଛତିଶଗଡ଼ର ରାଜନନ୍ଦ ଗାଓଁ ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ଘଟଣାସ୍ଥଳରୁ ୪ଟି AK-47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ…

ମାଲକାନଗିରି ସୀମାନ୍ତ ନାରାୟଣପୁର ଜଙ୍ଗଲରେ ପୋଲିସ ଏନକାଉଣ୍ଟର, ଜଣେ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଗୁଳିରେ ମହିଳା ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁର କଡେନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ମହିଳା ମାଓବାଦୀର ମୃତ୍ୟୁ ହୋଇଛି । ଗୁଳି ବିନିମୟରେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ଜଣେ ଡିସ୍‌ଟ୍ରିକ୍ଟ ରିଜର୍ଭ…