Browsing Tag

man stabbed

ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା(କେନ୍ୟୁଜ): ଯୁବକଙ୍କୁ ବୀଭତ୍ସ ହତ୍ୟା । ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ । କେନ୍ଦ୍ରାପଡ଼ା ଟାଉନ ବଳରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଆକ୍ରମଣରେ ଏସି ମେକାନିକ ଅକ୍ଷୟ ଖଟୁଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ…

୧୫ଦିନରେ ଲିଭିଗଲା ନବବଧୂର ସିନ୍ଦୁର, ପୂର୍ବ ଶତ୍ରୁତା ନେଲା ସ୍ୱାମୀର ଜୀବନ

ମୋହନା(କେନ୍ୟୁଜ): ରାସ୍ତାଘାଟ ସବୁ ଛିନ୍ ଛତ୍ର । କେଉଁଠି ଘର ପୋଡି ତ କେଉଁଠି କାର୍ ଓଲଟି ପଡିଛି । ଏହି ଉତ୍ତେଜନାର ଚିତ୍ର ବଖାଣୁଛି ଘଟଣା କେତେ ସାଙ୍ଘାତିକ । ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଷିଣ କଣ କରେ ସେ ନିଜେ ବୁଝିପାରେନି । ତା ବେୋଲି କଣ ଜାଣି ଶୁଣି ଜଣଙ୍କୁ ଜୀବନରୁ…

ଭଦ୍ରକରେ ପୂର୍ବତନ CDMOଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ପୂର୍ବତନ CDMOଙ୍କୁ ଛୁରାମାଡ଼। ଘରେ ପଶି ପୂର୍ବତନ CDMOଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର। ଛୁରାମାଡ଼ରେ ରଘୁନାଥ ପାଢ଼ୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁୟାୟୀ ଗତକାଲି ରାତିରେ ରଘୁନାଥଙ୍କ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ

ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ଠାରେ…

ବାଲିଘାଟକୁ ନେଇ ଯୁବକଙ୍କୁ ଖଣ୍ଡାମାଡ଼ ! ମୁଣ୍ଡରେ ଖଣ୍ଡା ଲାଗି ରହିଥିବା ଅବସ୍ଥାରେ କ୍ଯାପିଟାଲ୍ ହସ୍ପିଟାଲ୍‌ରେ…

ଭୁବନେଶ୍ୱର (କେନ୍ୟୁଜ): ଯୁବକଙ୍କୁ ଖଣ୍ଡା ଚୋଟ । ଯୁବକଙ୍କ ମୁଣ୍ଡରେ ଖଣ୍ଡା ଲାଗି ରହିଥିବା ଅବସ୍ଥାରେ କ୍ଯାପିଟାଲ୍ ହସ୍ପିଟାଲ୍‌ ରେ ଭର୍ତ୍ତି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଆଜି ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିବା ବେଳେ ୪ ଜଣ…

ରାଜଧାନୀରେ ଦିନ ଦ୍ବୀପହରରେ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ରାଜଧାନୀରେ ଦିନ ଦ୍ବୀପହରରେ ଛୁରା ମାଡ଼ । ତାହା ପୁଣି ବିଚ ରାସ୍ତାରେ । ନୟାପଲି ଇସ୍କନ ମନ୍ଦିର ପାଖରେ ଗାଡି ସାଇଡ଼ ନଦେବାରୁ ଘଟିଛି ଏଭଳି ବର୍ବର କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଇସ୍କନ ମନ୍ଦିର ପାଖରେ ଗାଡି ପାର୍କିଙ୍ଗକୁ ନେଇ ଏକ ବିଏମଡବ୍ଲୁ କାର…

ପାରିବାରିକ କଳହର ଉଗ୍ର ରୂପ, ଢ଼େଙ୍କାନାଳ ଖୁଣ୍ଟଉଝୁରୀ ଗାଁରେ ଦିଅରର କଟୁରୀ ଚୋଟରେ ଭାଉଜର ମୃତ୍ୟୁ

ଢ଼େଙ୍କାନାଳ: ଦିଅରର କଟୁରୀ ଚୋଟରେ ଭାଉଜଙ୍କ ମୃତ୍ୟୁ । ମୃତକ ହେଲେ ଢ଼େଙ୍କାନାଳ ସଦର ଥାନା ଖୁଣ୍ଟଉଝୁରୀ ଗାଁର ତୁଳସୀ ବେହେରା । ପାରିବାରିକ କଳହକୁ କେନ୍ଦ୍ର କରି ସୁରେଶ ବେହେରା ଏକ କଟୁରୀରେ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଲାଇଛି ।