Browsing Tag

mansoon in odisha

ଆଜିଠୁ ୪ ଦିନ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ହେବ ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର(କେନ୍ୟୁଜ): ଆଜିଠୁ ୪ ଦିନ ବର୍ଷିବ। ୧୬ ଜୁନ୍‌ରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି। ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହେବ…

୧୧ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ୧୦ରୁ ୧୪ ମଧ୍ୟରେ ହୋଇପାରେ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଏହାର ପ୍ରଭାବରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ୧୦ରୁ ୧୪ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ର ଭୂବିଜ୍ଞାନ ସଚିବ କହିଛନ୍ତି, ମୌସୁମୀରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଆଶଙ୍କା…

ଏଥର ରଜ ପୂର୍ବରୁ ଓଡିଶା ପହଁଚିବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ) : କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଥିବା ଆଇଏମଡି ଡିଜି କହିଛନ୍ତି । ଜୁନ ୧୧ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ…

ଚାଷୀଙ୍କ ପାଇଁ ଖୁସି ଖବର, ମୌସୁମୀ ଆସିବ ଠିକ ସମୟରେ ଓ ସାରାଦେଶରେ ହେବ ସ୍ୱାଭାବିକ ବୃଷ୍ଟିପାତ

କେନ୍ୟୁଜ୍(ବ୍ୟୁରୋ):  ଏଥର ମୌସୁମୀ ଠିକ ସମୟରେ ଆସିବ । ସାରାଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଭାରତୀୟ ପାଣିପାଗ ବିଭାଗ ବା IMD ପୂର୍ବାନୁମାନ କରିଛି । ମହାମାରୀ କରୋନା ବେଳେ ଚାଷୀ ଓ କୃଷି କ୍ଷେତ୍ର ପାଇଁ ଏହା ଆଶ୍ୱସ୍ତି ଆଣିଛି । ଜୁନ ୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି…