Browsing Tag

mansukh mandaviya

ଭୂମିକମ୍ପର ତୀବ୍ର ଝଟ୍‌କା, ମିଟିଂ ଛାଡ଼ି ବାହାରକୁ ଦୌଡ଼ି ଆସିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ

ମଙ୍ଗଳବାର ଅପରାହ୍ନରେ ହଠାତ୍ ଆସିଥିବା ଭୂମିକମ୍ପରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତ ଦୋହଲି ଉଠିଥିଲା। ଲୋକମାନେ କହିଥିଲେ ଯେ ଘରେ ପଡ଼ିଥିବା ଜିନିଷଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ଥରୁଥିଲା। ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ସଭା ଛାଡ଼ି…

କରୋନାକୁ ନେଇ ସତର୍କ ମୋଦି ସରକାର, ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ କରିବେ ମନସୁଖ…

ଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗତ ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖା ପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟରେ ୨୩୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। କରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। କେନ୍ଦ୍ର…

ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ସାର କାରଖାନା ପରିଦର୍ଶନ ସହ ନିର୍ମାଣଧୀନ କାର୍ଯ୍ୟର କରିବେ ତଦାରଖ

(କେନ୍ୟୁଜ): ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଏଫସିଆଇ ସ୍ଥିତ ସାର କାରଖାନାରେ ପହଁଚିବେ। ତାଳଚେର ସାରକାରଖାନାର ପରିଦର୍ଶନ କରିବା ସହ ନିର୍ମାଣଧୀନ କାର୍ଯ୍ୟର ତଦାରଖ କରିବେ। ଏହା ପରେ…

‘ସରକାର ଯାତ୍ରା ରଦ୍ଦ କରିବା ପାଇଁ ନୂଆ ଆଇଡିୟା ବାହାର କରିଛନ୍ତି’; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ…

ସାରା ଦେଶରେ କରୋନା ବୃଦ୍ଧି ମାମଲାକୁ ନଜର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ଥଗିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ମଣ୍ଡଭିୟା କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରାରେ କରୋନା ଗାଇଡ୍‌ଲାଇନ୍ସକୁ କଡ଼ାକଡ଼ି ଭାବରେ ପାଳନ କରାଯାଉ।…

ସାଧାରଣ ରୋଗୀ ବେଶରେ ହସ୍ପିଟାଲ ତଦାରଖ କରିବାକୁ ଯେବେ ପହଞ୍ଚି ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତାଙ୍କ ସହିତ ଏମିତି କରିଥିଲେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ନିକଟରେ ନିଜ ସହିତ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କିଛିଦିନ ତଳେ ସେ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ହଠାତ୍‌ ତଦାରଖରେ ଯାଇଥିଲେ। ଏହି ସମୟରେ ସେ ମନ୍ତ୍ରୀ ନୁହେଁ, ବରଂ ଜଣେ ସାଧାରଣ ରୋଗୀ ବେଶରେ…