ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ସାର କାରଖାନା ପରିଦର୍ଶନ ସହ ନିର୍ମାଣଧୀନ କାର୍ଯ୍ୟର କରିବେ ତଦାରଖ

(କେନ୍ୟୁଜ): ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଏଫସିଆଇ ସ୍ଥିତ ସାର କାରଖାନାରେ ପହଁଚିବେ। ତାଳଚେର ସାରକାରଖାନାର ପରିଦର୍ଶନ କରିବା ସହ ନିର୍ମାଣଧୀନ କାର୍ଯ୍ୟର ତଦାରଖ କରିବେ। ଏହା ପରେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସାରକାରଖାନା କାର୍ଯ୍ୟ ଚାଲୁଛି। ୨୦୨୪ ସୁଦ୍ଧା ସାର କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.