Browsing Tag

marathon

ବିଦେଶରେ ଶାଢ଼ୀ ପିନ୍ଧି ମାରାଥନ୍‌ ଦୌଡ଼ିଲେ ଓଡ଼ିଆ ଝିଅ, ବିଦେଶରେ ଓଡ଼ିଆଙ୍କୁ କଲେ ଗୌରବାନ୍ଵିତ

କେନ୍ୟୁଜ୍(ବ୍ୟୁରୋ):  ଶାଢ଼ୀରେ ମାରାଥନ୍‌ । ୪୨ କିଲୋମିଟର ଦୌଡ଼ିଲେ । ଶାଢ଼ୀରେ ଏତେ ବାଟ ଦୌଡ଼ିବା କଷ୍ଟକର । କିନ୍ତୁ ଏହାକୁ କରି ଦେଖାଇଛନ୍ତି ଜଣେ ଓଡ଼ିଆ ଝିଅ । ବିଦେଶରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମାରାଥନ୍‌ ଦୌଡ଼ିଛନ୍ତି ଓଡ଼ିଆ ଝିଅ ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟର ମାରାଥନରେ…

ଲଗାତାର ୧୦୭ ଦିନ ପର୍ଯ୍ୟନ୍ତ ମାରାଥନ ଦୌଡି ବିଶ୍ୱ ରେକର୍ଡ କଲେ ଅଷ୍ଟ୍ରେଲୀୟ ମହିଳା ଏର୍ଚନା

ମାରାଥନରେ ଭାଗ ନେବା ଆଉ ମାରାଥନ ଜିତିବା ବହୁତ ବଡ କଥା। କିନ୍ତୁ ଅଷ୍ଟ୍ରେଲିଆର ଜଣେ ମହିଳା ୧୦୭ ଦିନ ପର୍ଯ୍ୟନ୍ତ ଲଗାତାର ମାରାଥନରେ ଭାଗ ନେଇଛନ୍ତି, ସେତିକି ନୁହେଁ ମାରାଥନ ମଧ୍ୟ ଜିତିଛନ୍ତି । ଏବେ ତାଙ୍କ ନାମ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ସାମିଲ ହୋଇଛି। ୩୨ ବର୍ଷୀୟ ଏର୍ଚନା…

ଉତ୍କଳ ଦିବସ ଅବସରରେ କଟକ ସହରରେ ବିଶାଳ ଗଣ ଦୌଡ଼, ଭାଗ ନେଇଛନ୍ତି ମୋଟ ୭୫୦ଜଣ କ୍ରୀଡାବିତ୍‌

କଟକ(କେନ୍ୟୁଜ୍): ଉତ୍କଳ ଦିବସ ଅବସରରେ କଟକ ସହରରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଏକ ବିଶାଳ ଗଣ ଦୌଡ଼ର ଆୟୋଜନ କରାଯାଇଛି। ବିଭିନ୍ନ ବର୍ଗରେ ମୋଟ ୭୫୦ଜଣ କ୍ରୀଡାବିତ୍‌ ଏହି ଗଣ ଦୌଡ଼ରେ ଭାଗ ନେଇଛନ୍ତି। ବାରବାଟୀ ଦୁର୍ଗ ପରିସରରୁ ଗଣ ଦୌଡ ବାହାରି…