Browsing Tag

marshaghai news

ମାଆ ନା ରାକ୍ଷସୀ: ଦୁଇ ମାସର ଶିଶୁ ପୁତ୍ରକୁ ମାରି କୂଅରେ ଫିଙ୍ଗିଦେଲା ଜନ୍ମଦାତ୍ରୀ

ମାର୍ଶାଘାଇ(କେନ୍ଯୁଜ୍): ପୁତ୍ର ହନ୍ତା ମାଆ। ଦୁଇ ମାସର ଶିଶୁ ପୁତ୍ରକୁ ମାଆ ମାରି ଦେଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଦୁଇମାସର ପୁଅକୁ ଛାଡି ମାଆ ବାପଘରକୁ ଚାଲିଯାଇଥିବା ଶାଶୂ…

ସବୁ ବିପଦ ଆପଦରେ ଗାଁ ଲୋକଙ୍କୁ ସାହା ହୋଇଥାନ୍ତି ମୋହନ ମୁରଲୀ, ଜାଣନ୍ତୁ ତାଙ୍କ ମହିମା

କାହିଁ କେଉଁ କାଳରୁ ଲୁଣା ନଦୀ ପଠାରେ ପୂଜା ପାଇ ଆସୁଛନ୍ତି ରାଧାକୃଷ୍ଣ ବେଶରେ ମୋହନ ମୁରଲୀ। ସର୍ବ ପୁରାତନ ପୀଠଟି ମୋହନ ମୁରଲୀ ପୀଠ ନାମରେ ପରିଚିତ। ଅଞ୍ଚଳର ୩୦ ଖଣ୍ଡି ଗାଁ ଲୋକମାନେ ଏହି ପୀଠକୁ ପୂଜା କରିବାକୁ ଆସିଥାନ୍ତି। ଆସନ୍ତୁ ଜାଣିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ…

ଛଅ ଗୋଡ଼ିଆ ଷଣ୍ଢକୁ ଝୁରୁଛି ସାରା ଗାଁ, ମଣିଷ ପରି ଶେଷଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ସାମିଲ୍ ହେଲେ ଗ୍ରାମବାସୀ

ମର୍ଶାଘାଇ: ମଣିଷ ନହେଲେ ମଧ୍ୟ ଏକ ପଶୁକୁ ସ୍ନେହ, ଆଦର, ଭଲପାଇବା, ଆଉ ଦୟା ପ୍ରଦର୍ଶନ କରିବା ପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ବାହାକଣ୍ଡିଆ ଗାଁରେ । ଏହି ଅଞ୍ଚଳର ଏକ ବୁଲା ଷଣ୍ଢର ମୃତ୍ୟୁ ଘଟିବା, ଏହି ଗାଁର ଲୋକ ମାନଙ୍କୁ ଦାରୁଣ ଆଘାତ…

ଦିନ ଯେତିକି ଗଡୁଛି ରୋଗ ସେତିକି ବଢୁଛି : ଚିକିତ୍ସା ଅଭାବରେ ବିଛଣାରେ ପଡି ଛଟପଟ ହେଉଛନ୍ତି ସୁମିତ୍ରା, ସେବା କରୁଛି…

ମର୍ଶାଘାଇ: ଦୁଃଖ ଦରିଆରେ ଭାସୁଛି ଏ ଦୁଖିର ସଂସାର। ଅଭାବ ଅନାଟନ ବାଟ ଓଗାଳୁଛି। ଦିନ ଯେତିକି ଗଡୁଛି, ରୋଗ ସେତିକି ବଢୁଛି । କିଛି ଉପାୟ ନପାଇ ବିଛଣାରେ ପଡି ଛଟପଟ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ହାତିଆ ଗାଁର ସୁମିତ୍ରା ଲେଙ୍କା। ଦୁଇ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି…

ମାର୍ଶାଘାଇ: ଭୁଜାଲିରେ ଆକ୍ରମଣ କରି ଦୁଇଟି ପରିବାରରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ ୬ଜଣ ଦୁର୍ବୁତ୍ତ

ମାର୍ଶାଘାଇ: ଭୁଜାଲିରେ ଆକ୍ରମଣ କରି ଦୁଇଟି ପରିବାରରୁ ଲୁଟ୍ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗ୍ରାମରେ ଘଟିଛି ଏହି ଅବାଭନୀୟ ଘଟଣା । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୨ ଟି ପରିବାରରୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି  । ଦୁର୍ବୁତ୍ତ ମାନେ ପ୍ରଥମେ…

ମାର୍ଶାଘାଇ ହଳଦିଆ ଗୋଡ଼ା ନିକଟରେ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ବସ୍‌

ମାର୍ଶାଘାଇ: ଦୁର୍ଘଟଣା ପରର ଉଗ୍ର ରୂପ। ବସ୍‌ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକ। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ତାତିଲେ ଲୋକେ। ମାର୍ଶାଘାଇ ଥାନା ହଳଦିଆ ଗୋଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍‌ ଧକ୍କାରେ ହଳଦିଆ ଗାଁର ଜଣେ ସ୍କୁଟି ଆରୋହୀ ବିକାଶ ନାୟକଙ୍କ ମୃତ୍ୟୁ ହୋଇଛି ।…

ଜୀଇଁ ଉଠିଲା ୭ ବର୍ଷ ତଳେ ମରିଥିବା ବୋହୂ, ପ୍ରେମ ପାଇଁ ବରବାଦ ହେଇଗଲା ଗୋଟିଏ ପରିବାର

ମାର୍ଶାଘାଇ(କେ.ନ୍ୟୁଜ୍‌): ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଏକ ସାଧାରଣ କଥା। ସବୁଘରେ ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥାଏ। କିନ୍ତୁ ଏବେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣଙ୍କର ପ୍ରେମ ଉପରୁ ବିଶ୍ୱାସ ଉଠିଯିବ। କେନ୍ଦ୍ରାପଡ଼ାରେ ଜଣେ…