ଏହି କାର୍ ଚଲାଇବା ମୂଲ୍ୟ ମୋଟରସାଇକେଲ୍ ଠାରୁ କମ୍, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ
ଯେତେବେଳେ କିଛି କାର୍ କିଣିବା ପାଇଁ ପ୍ଲାନ୍ କରନ୍ତି ପ୍ରଥମେ ଆମ ମନକୁ ଆସିଥାଏ ଯେ କମ୍ ପ୍ରାଇସରେ ଗାଡ଼ି ଭଲ ମାଇଲେଜ୍ ଦେଉଛି କି? ଭାରତୀୟ ବଜାରରେ ଏଭଳି ଏକ କାର୍ ହେଉଛି Maruti Suzuki Celerio CNG, ଯିଏ ଅଧିକ ମାଇଲେଜ୍ ପ୍ରଦାନ କରିଥାଏ । Maruti Suzuki ର ଏହି କାର୍ ୩୪.୪୩…