Browsing Tag

Mata Vaishno Devi

୩ ହଜାର ଟଙ୍କାରେ ବୁଲନ୍ତୁ ବୈଷ୍ଣୋଦେବୀ ଧାମ

ବୈଷ୍ଣୋଦେବୀ ଯିବାକୁ ଚାହୁଁଥିଲେ ଆସିଗଲା ଖୁସି ଖବର। ଏବେ ଆପଣ ଖୁବ ଶସ୍ତାରେ ପୁଣି ଥରେ ବୈଷ୍ଣୋଦେବୀ ଯାତ୍ରା କରିପାରିବେ। ଯଦି ଆପଣ ବି ମାତାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳର ଏହି ଶାନଦାର ସୁବିଧା ସମ୍ପର୍କରେ ଜାଣିନିଅନ୍ତୁ। ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ନୂଆ…

ବୈଷ୍ଣୋ ଦେବୀରେ ଆଉ ଦେଖିବାକୁ ମିଳିବ ନାହିଁ ଚରମ ଅବହେଳା! ଭିଡ଼ ନିୟନ୍ତ୍ରଣ ପାଇଁ ଖାସ୍‌ ଟେକ୍ନୋଲଜି ଆଣିଲା ପ୍ରଶାସନ

ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀ ମନ୍ଦିରର ତୀର୍ଥଯାତ୍ରୀଙ୍କ ପାଇଁ ଖାସ୍‌ ସୁବିଧା ଆଣିଛନ୍ତି। ଏଠାରେ ପ୍ରଶାସନ Radio Frequency Identification (RFID) ସିଷ୍ଟମ୍‌ ଆରମ୍ଭ କରିଛି। ଆର୍‌ଏଫ୍‌ଆଇଡି ସିଷ୍ଟମ୍‌ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ମଞ୍ଜୁରୀ…

ଖୁସି ଖବର! ଆଜିଠୁ ପୁଣିଥରେ ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ପୁଣିଥରେ ଖୋଲିଛି ମା’ଙ୍କ ଦ୍ୱାର। ଏବେ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ। ଗତ କିଛି ଦିନ ହେଲା ଜମ୍ମୁ-କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଅବସ୍ଥା ଖରାପ ଥିଲା। ଏହା ଦ୍ୱାରା କାଶ୍ମୀର ଘାଟୀ ଓ ଜମ୍ମୁର…

ବର୍ଷ ଆରମ୍ଭରୁ ଅଘଟଣ: ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା, ୧୨ ଶ୍ରଦ୍ଧାଳୁ ମୃତ

ନୂଆ ବର୍ଷ ଆରମ୍ଭରୁ ଅଘଟଣ। ଜମ୍ମୁ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳା ଚକଟା ହୋଇ ୧୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛି ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।…

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ମିଳବ ମୋବାଇଲ୍‌ ଆପ୍‌ରେ, ପ୍ରସାଦର ଆରମ୍ଭ ହେଲା ହୋମ୍‌ ଡେଲିଭରି

ନୂଆଦିଲ୍ଲୀ : କରୋନା ପାଇଁ ଦେଶର ସବୁ ତୀର୍ଥ ସ୍ଥଳ ଓ ମନ୍ଦିର ବନ୍ଦ । ଶ୍ରଦ୍ଧାଳୁଙ୍କ ପାଇଁ ଏହା ହୋଇଛି ଏକ ବଡ଼ ଦୁଃଖ ଖବର । ବିଶେଷ କରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ  ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇଥାନ୍ତି । କରୋନା ପାଇଁ ଦୀର୍ଘ ମାସ ହେବ ଶ୍ରଦ୍ଧାଳୁଙ୍କ ଏହି ଆଶାରେ…

ଏବେ ମୋବାଇଲରେ କରିପାରିବେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ, ନବରାତ୍ରିରେ ଲଞ୍ଚ୍‌ ହେବ ଆପ୍‌

ଚଳିତବର୍ଷ ନବରାତ୍ରିରେ ଶ୍ରୀ ମାତା ବୈଷ୍ଣୋଦେବୀ ସାଇନ୍‌ ବୋର୍ଡ କୋଟି କୋଟି ଭକ୍ତଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି। ସଂସ୍ଥା ତରଫରୁ ଖୁବ୍‌ଶୀଘ୍ର ଏକ ମୋବାଇଲ ଆପ୍‌ ଆରମ୍ଭ ହେବାକୁ ଯାଉଛି, ଯାହା ମାଧ୍ୟମରେ ଭକ୍ତମାନେ ନିଜ ମୋବାଇଲରେ ମାତାଙ୍କ ଆରତୀ ଓ ଦର୍ଶନ କରିପାରିବେ। ଶ୍ରୀ ମାତା…