ଭାରତୀୟ ସେନାରେ ମହିଳା ଲେଫ୍ଟନାଣ୍ଟ ଡାକ୍ତର ହୋଇ ଇତିହାସ ସୃଷ୍ଟି କଲେ ଜୋୟା
ମନରେ ଉଚ୍ଚ ଅଭିଳାଷ ଥିଲେ ସଫଳତା ଆପେ ଆପେ ଆସେ । କଷ୍ଟ କଲେ କୃଷ୍ଣ ମିଳେ ଏକଥା କେବଳ କଥାରେ ନୁହେଁ ସତରେ ପ୍ରମାଣିତ ହୋଇଛି । କଠିନ ପରିଶ୍ରମର ଫଳ ପାଇଛନ୍ତି ଛତିଶଗଡ଼ର ଝିଅ ଜୋୟା ମିର୍ଜା । ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଡାକ୍ତର ହୋଇ ଜୋୟା ଇତିହାସ ସୃଷ୍ଟି କରିଛନ୍ତି । ଦୁର୍ଗ ଜିଲ୍ଲାର…