Browsing Tag

messenger

ନୂଆ ରୂପରେ ଆସିଲା ଫେସ୍‌ବୁକ୍‌ ମେସେଞ୍ଜର, ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମ୍‌ ଭଳି ମିଳିବ ନୂଆ ଫିଚର୍ସ

ଫେସ୍‌ବୁକ୍‌ ମେସେଞ୍ଜର ଆପ୍‌ ଏବେ ଆପଣଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ। ନିକଟରେ ଫେସ୍‌ବୁକ୍‌ ଇନ୍‌ଷ୍ଟାଗ୍ରାମ୍‌ ଡାଇରେକ୍ଟ ମେସେଜ୍‌କୁ ଫେସ୍‌ବୁକ୍‌ ମେସେଞ୍ଜର ସହ ମର୍ଜ କରିବା ଅପସନ୍‌ ଉପଲବ୍ଧ କରିଛି। ଏବେ ମେସେଞ୍ଜରକୁ ବି ଇନ୍‌ଷ୍ଟାଗ୍ରାମ୍‌ ଭଳି କରି ଦିଆଯାଇଛି। ମେସେଞ୍ଜର ଆପ୍‌ର…

ଫେସ୍‌ବୁକ୍‌ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କରିପାରିବେ ଚାଟ୍‌

ଖୁବ୍‌ଶୀଘ୍ର ଫେସ୍‌ବୁକ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କଥାବାର୍ତ୍ତା କରିପାରିବେ। ଏନେଇ ଫେସ୍‌ବୁକ୍‌ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେସ୍‌ବୁକ୍‌ ନିଜ ହ୍ଵାଟ୍ସଆପ୍‌, ମେସେଞ୍ଜର ଓ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟରେ ଏକ ଯୋଗାଯୋଗ ଆରମ୍ଭ କରିବାକୁ ଯାଉଛି।…

ବଦଳିବ ଫେସ୍‌ବୁକ୍‌ ମେସେଞ୍ଜରର ଡିଜାଇନ୍‌, ହଟାଇ ଦିଆଯିବ ଏସବୁ ପ୍ରମୁଖ ଟ୍ୟାବ୍‌

ଯୁଗସହ ଲୋକଙ୍କ ଯୋଗାଯୋଗର ମାଧ୍ୟମରେ ମଧ୍ୟ ପରିବର୍ତ୍ତନ ଘଟିଛି। ପୂର୍ବରୁ ଲୋକେ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ବେଳେ ଏବେ ସମୟ ବଦଳିଛି। କଥାବାର୍ତ୍ତା କରିବା ଅପେକ୍ଷା ଲୋକେ ଏବେ ଚାଟିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଚାଟିଂ ଆପ୍‌ ମଧ୍ୟ…

ଅଭିଭାବକଙ୍କୁ ପିଲାଙ୍କ ମେସେଞ୍ଜର ଉପରେ ନଜର ରଖିବାର ଅଧିକାର ଦେଲା ଫେସବୁକ

ତେର ବର୍ଷରୁ କମ ବୟସର ପିଲାଙ୍କ ଫେସବୁକ ମେସେଜିଙ୍ଗ ଆପ ଉପରେ ବର୍ତ୍ତମାନ ତାଙ୍କ ବାପା ମା' ନଜର ରଖିପାରିବେ । ପିଲାମାନଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଫେସବୁକ ମଙ୍ଗଳବାରକୁ ନୂଆ ଟୁଲ ଓ ଫିଚର ଜାରି କରାଯାଇଛି ଯେଉଁଥିରେ ଏପରି ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ…

୩୦ ଏପ୍ରିଲ୍ ପରେ ଏହି ସବୁ ସ୍ମାର୍ଟଫୋନରେ କାମ କରିବନି ଫେସବୁକ୍, ଦେଖନ୍ତୁ ଆପଣଙ୍କ ଫୋନ୍ ନାହିଁ ତ ଏହି ଲିଷ୍ଟରେ

କିଛି ଫୋନରୁ ଅବସର ନେବାକୁ ପ୍ଲାନ୍ କରୁଛି ଫେସବୁକ । ୩୦ ଏପ୍ରିଲ୍ ପରେ ଓ୍ଵିଣ୍ଡୋଜ୍ ଫୋନରୁ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ୍ ଆପ୍ ଆଦି ସବୁଦିନ ପାଇଁ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ଓ୍ଵିଣ୍ଡୋଜ ଫୋନରୁ ନିଜ ସଫୋର୍ଟ…