Browsing Tag

mig-29

ଗୋଆ ଏୟାରପୋର୍ଟରେ ଉଡ଼ାଣ ଭରିବା ବେଳେ ‘ମିଗ୍‌-୨୯’ ବିମାନର ଟାୟାର ଫାଟିଲା

ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବା ବେଳେ ମିଗ୍‌-୨୯ ବିମାନର ଟାୟାର ଫାଟିଯାଇଛି। ଆଶ୍ୱସ୍ତିର କଥା ଯେ ଏଥିରେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ଟାୟାର ଫାଟିବା ପରେ ବିମାନକୁ ରନୱେ ପାର୍ଶ୍ୱରେ ରଖାଯାଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା। ଖବର ପାଇ ଅଗ୍ନିଶମ ଗାଡ଼ି…

ଏଲ୍‌ଏସିରେ ଶକ୍ତି ପ୍ରଦର୍ଶନ କରୁଛି ବାୟୁସେନା, ଉଡ଼ିଲା ସୁଖୋଇ-୩୦ ଓ ମିଗ୍‌-୨୯; ଦେଖନ୍ତୁ ଭିଡିଓ

ଚୀନ୍‌ ସହ ଚାଲିଥିବା ଅସନ୍ତୋଷ ମଧ୍ୟରେ ଭାରତୀୟ ବାୟୁସେନା ପୁଣିଥରେ ପୂର୍ବ ଲଦାଖରେ ଏଲ୍‌ଏସିରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ବାୟୁସେନା ନିଜ ଏୟାରବେସ୍‌ରେ ଶନିବାର ଯୁଦ୍ଧ ଅଭ୍ୟାସ କରିଛି। ଏ ଅବସରରେ ସୁଖୋଇ Su-୩୦MKI  ଓ ମିଗ୍‌ ୨୯ ବିମାନ ସହ ଆପାଚି ହେଲିକପ୍ଟର ମଧ୍ୟ ଆକାଶରେ ଉଡ଼ାଣ…

ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଶକ୍ତି ବଢାଉଛି ଭାରତୀୟ ସେନା, ଋଷରୁ ଆଉ ୨୧ଟି ମିଗ -୨୯ ବିମାନ କିଣିବ ଭାରତ

କେନ୍ଯୁଜ୍: ଲଦାଖ ନିକଟ ଏଲଏସିରେ ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଆହୁରୀ ଶକ୍ତି ବଢାଉଛି ଭାରତୀୟ ସେନା । ଏହାରି ଭିତରେ ରୁଷିଆରୁ ଆଉ ୩୩ଟି ଲଢୁଆ ବିମାନ କିଣିବା ପ୍ରସ୍ତାବରେ ମଧ୍ୟ ମୋହର ମାରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ଆଉ ୫୯ଟି ଯୁଦ୍ଧ ବିମାନକୁ ଅପଗ୍ରେଡ କରିବାକୁ…