Below header
Browsing Tag

migrant labourer

ଚିକିତ୍ସାରେ ଅର୍ଥ ସାଜିଲା ବାଧକ: ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ବେଙ୍ଗାଲୁରୁ (କେନ୍ୟୁଜ୍) : କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିଜର ଲୋକଟିକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି । ଥରେ ଭାବିଲେ ମଣିଷ ଜୀବନ କେତେ ମୂଲ୍ୟବାନ । ତଥାପି ଅର୍ଥ…

ପୁଲୱାମା: ୟୁପିର ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣା ସୋମବାର ପୁଲୱାମାର ଏକ ଗାଁରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ଉତ୍ତର ପ୍ରଦେଶର ନିବାସୀ ମୁକେଶ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ନୌପୋରା…

କଂଟାବାଞ୍ଜି: ଚାଲାଣ ବେଳେ ୧୭ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍, ଜଣେ ସର୍ଦ୍ଦାର ଅଟକ

କଂଟାବାଞ୍ଜି (କେନ୍ଯୁଜ୍): ଚାଲାଣ ବେଳେ ଉଦ୍ଧାର ହେଲେ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ୧୭ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଂଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦନନ୍ଦରା ଗାଁ…

ଦାଦନ ପାଇଁ ବଳି ପଡିଗଲା ପରିବାର, ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏହି ଦୁଇ ଅସହାୟ ବିଧବା ମହିଳା

ଦାଦନ ହେଉଛି ଏକ ଦୁଃଖର ନାଁ । ପେଟର ଭୋକକୁ ସହି ନପାରିଲେ ମଣିଷ ନିଜ ଭିଟା ମାଟି ଛାଡ଼ି ଚାଲିଯାଏ ଅନ୍ୟ ଜାଗାକୁ, ପର ଦୁଆରେ ଖଟିବାକୁ । ଅନେକ ଦୁଃଖ, ଯନ୍ତ୍ରଣା ଆଉ ନିର୍ଯାତନା ଥାଏ ଏମାନଙ୍କ ଭାଗ୍ୟରେ । ଏମିତି ଦାଦନ ପାଇଁ ଗୋଟିଏ ପରିବାର ବଳି ପଡିଯାଇଛି । ପରିବାର ଚଳାଇବା ପାଇଁ ଦିନେ ୨୦…