Browsing Tag

milk

କ୍ଷୀର ସହ ବାଦାମ ତେଲ ମିଶାଇ ପିଇଲେ ମିଳିବ ଜବରଦସ୍ତ ଫାଇଦା

କ୍ଷୀରରେ ବାଦାମ ତେଲ ମିଶାଇ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ତେଲ କେଶ ଏବଂ ତ୍ୱଚା ପାଇଁ ଉତ୍ତମ ହେବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ। ବାଦାମ ତେଲରେ ଭିଟାମିନ-ଇ, ପ୍ରୋଟିନ, କ୍ୟାଲସିୟମ, ଏମିନୋ ଫ୍ୟାଟ ଏସିଡ ପ୍ରଚୁର ମାତ୍ରାରେ ଥିବାରୁ ପାଚନ…

କ୍ଷୀର ବଦଳରେ ଏହି ଉପାୟରେ ଶରୀରକୁ ଦିଅନ୍ତୁ କ୍ୟାଲସିୟମ

ବିଭିନ୍ନ ପ୍ରକାର ଭିଟାମିନ, ମିନେରାଲ, ପୋଟାସିୟମ ଓ କ୍ୟାଲସିୟମରେ ପରିପୂର୍ଣ କ୍ଷୀର ଆମ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଶରୀରର କ୍ୟାଲସିୟମ ମାତ୍ରାକୁ କ୍ଷୀର ତଥା କ୍ଷୀର ଜାତ ପଦାର୍ଥ ହିଁ ପୂରଣ କରିଥାଏ । କିନ୍ତୁ ଦେଖାଯାଏ ଅଧିକାଂଶ ପିଲା କ୍ଷୀର ପିଇବାକୁ କି କ୍ଷୀର ଜାତ ପଦାର୍ଥ…

କ୍ଷୀର ପିଇବାକୁ ଭଲ ପାଉଛନ୍ତି କି? ତେବେ ହୋଇଯାନ୍ତୁ ସତର୍କ

ନିଜ ଛୋଟ ବେଳରୁ ଆମେ ଶୁଣି ଆସିଛୁ ଯେ କ୍ଷୀର ପିଇଲେ ବହୁ ଫାଇଦା ହୋଇଥାଏ । ଏମିତିକି ବହୁ ଲୋକ କ୍ଷୀରକୁ ଏକ ପୂର୍ଣ୍ଣ ପୌଷ୍ଟିକ ଆହାର ଭାବେ ମଧ୍ୟ ଗ୍ରହଣ କରିଥାନ୍ତି । କ୍ଷୀରରେ କ୍ୟାଲସିୟମ, ମ୍ୟାଗସିୟମ ପରି ବହୁ ଉପାଦାନ ମଧ୍ୟ ଭରପୁର ଥାଏ । ଗୋଟେ ଗ୍ଲାସ କ୍ଷୀର ପିଇଦେଲେ ଆଉ କିଛି ଖାଇବା…

ଶୋଇବା ପୂର୍ବରୁ ପିଲାଙ୍କୁ କ୍ଷୀର ପିଇବାକୁ ଦେଉଛନ୍ତି କି, ହୋଇପାରେ ଏହି ଅସୁବିଧା

କ୍ଷୀର ପିଇବାର ଫାଇଦା ତ ସଭିଁଙ୍କୁ ଜଣାଅଛି। ଶରୀରକୁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି ଯୋଗାଇବାର ପ୍ରମୁଖ ମାଧ୍ୟମ ହେଉଛି କ୍ଷୀର। ଶିଶୁଙ୍କ ପାଇଁ କ୍ଷୀର ଅମୃତ ସମାନ ହୋଇଥାଏ। ଏଣୁ ପିଲାଟିଏ ଜନ୍ମ ହେବା ପରେ ତାକୁ ମା’କ୍ଷୀର ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ପିଲାଙ୍କ ଲାଗି…

କ୍ଷୀରରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କେବେ ବି ପାଖ ମାଡ଼ିବନି କ୍ୟାନସର

କ୍ୟାନସର ରୋଗ ବିଷୟରେ ଶୁଣିଲେ, ଆମେମାନେ ଭୟଭୀତ ହୋଇଯାଉ। ବିଜ୍ଞାନର ଏତେ ଅଗ୍ରଗତି ସତ୍ତ୍ୱେ ଏହା ଏକ ଘାତକ ରୋଗ ହୋଇଯାଇଛି। ଆଉ ସମୟ ସହ କ୍ୟାନସର ରୋଗୀଙ୍କ ସଂଖ୍ୟାରେ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଆଜି ଆମେ ଆପଣଙ୍କୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ବତାଇବାକୁ ଯାଉଛୁ।…

ସାବଧାନ ! କ୍ଷୀର ପିଇବା ପୂର୍ବରୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ନିୟମିତ ଭାବରେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ପିଇବାର ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ପିଇବାର କିଛି ନିୟମ ସମ୍ପର୍କରେ ଜାଣିବେ। ଖାଇବା ପିଇବାର କିଛି ଏମିତି ନିୟମ ରହିଛି ଯାହାକୁ କ୍ଷୀର ପିଇବାର କିଛି ଘଣ୍ଟା ପୂର୍ବରୁ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ନଚେତ…

କାହିଁକି ଶ୍ରାବଣରେ ଶିବଙ୍କୁ ଅର୍ପଣ କରାଯାଏ ବେଲ ପତ୍ର, ଦୁଦୁରା ଫୁଲ ଏବଂ କ୍ଷୀର ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ…

ସବୁଜ ବନାନୀ, ବାର୍ଷାର ଛିଟା, ରଙ୍ଗ ବେରଙ୍ଗର ଚୁଡି ଦୋକାନ ସାମ୍ନାରେ ଯୁବତୀଙ୍କ ଭିଡ ରାକ୍ଷୀର ଖୁସି ଏବଂ କାଉଡିଆଙ୍କ ଡାକ ହେଉଛି ଶ୍ରାବଣ ପରିଚୟ । ଏହା ସହ ଶ୍ରାବଣରେ ସୋମବାରର ମଧ୍ୟ ରହିଛି ବିଶେଷ ମହତ୍ବ । ଶ୍ରାବଣ ମାସରେ ଅନେକ ଲୋକ ସୋମବାର ବ୍ରତ ରଖିଥାନ୍ତି । ଏହି ସମୟରେ ଭଗବାନ…

କ୍ଷୀରରେ ମିଶାନ୍ତୁ ଲୁଣ : ଏପରି ବ୍ୟବହାର କରି ଚମକାନ୍ତୁ ନିଜ ହାତ,ଗୋଡ଼ ଏବଂ ବେକ

ଆମେ ସମସ୍ତେ ନିଜ ଚେହେରାକୁ ନେଇ ସବୁବେଳେ ସଜାଗ ଥାଉ। ଏଥିପାଇଁ ଛୁଟିଦିନରେ ଆମେ ନିଜେ ସ୍କ୍ରବ କରିବାକୁ ପସନ୍ଦ କରିଥାଉ ଏବଂ ବେଳେବେଳେ କ୍ଲିନ ଅପ ମଧ୍ୟ କରିଥାଉ। ସାଧାରଣତଃ ନିଜ ଚେହେରା ପାଇଁ ଆମେ ଯେତିକି ଯତ୍ନବାନ ଥାଉ ସେତିକି ନିଜ ହାତ, ଗୋଡ଼ ଉପରେ ଧ୍ୟାନ ଦେଇନଥାଉ । ସୂର୍ଯ୍ୟଙ୍କ…

ଶିଶୁଙ୍କ କ୍ଷୀର ବୋତଲରେ ଅଛି ବିଷାକ୍ତ ଉପାଦାନ, ଗବେଷଣାରୁ ମିଳିଲା ଏଭଳି ତଥ୍ୟ

ନବଜାତ ଶିଶୁକୁ ସ୍ୱାସ୍ଥ୍ୟବାନ୍‌ କରିବା ପାଇଁ ବାପ ମା’ଙ୍କୁ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଏହି ସମୟରେ ଶିଶୁର ସଠିକ ଦେଖାରଖା ଯେମିତିକି ସୁଦ୍ଧ ପାଣିରେ ଗାଧେଇବା, ସଫା ଶେଯରେ ଶୁଆଇବା ଓ ଖୁଆଇବା ଇତ୍ୟାଦି କରିବାକୁ ପଡିଥାଏ । କିନ୍ତୁ ଏହି ସମୟରେ ଶିଶୁର ଯତ୍ନରେ ଟିକେ ବି ଢିଲା ହେଲେ…

ଏଣିକି ସ୍ମାର୍ଟଫୋନ୍ କହିବ ଆପଣ ଆଣୁଥିବା କ୍ଷୀର ଅସଲି ନା ନକଲି , ଜାଣନ୍ତୁ ପ୍ରକ୍ରିୟା

ସନ୍ଦେହ ହେଉଛି ଆପଣଙ୍କ ଘରକୁ ଆସିଥିବା କ୍ଷୀରରେ ଅପମିଶ୍ରଣ ହୋଇଛି । ହେଲେ କେମିତି ଜାଣିବେ ବାଟ ପାଉନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ସ୍ମାର୍ଟଫୋନ ହିଁ ଜଣାଇଦେବ କ୍ଷୀର ଅସଲି କି ନକଲି । ଏଭଳି ଚମତ୍କାର କରି ଦେଖାଇଛନ୍ତି ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ ।…

କ୍ଷୀରକୁ ବାରମ୍ବାର ଗରମ କରି ପିଅନ୍ତୁ ନାହିଁ , ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ

କ୍ଷୀରକୁ ପିଇବା ପୂର୍ବରୁ ଭଲ ଭାବରେ ସିଝାଇ ପିଇବା ଉଚିତ୍ । ଏହା ଦ୍ବାରା ଏଥିରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ଏକଥା ଆପଣ ନିଶ୍ଚୟ ଶୁଣିଥିବେ। ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ବ କ୍ଷୀରରେ ଥାଏ । କିନ୍ତୁ କ୍ଷୀରକୁ ବାରମ୍ବାର ଗରମ କରି ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।…

ଏମିତି ଏକ ଗାଁ ଯେଉଁଠି କୁକୁର ବାଣ୍ଟନ୍ତି ଘରେଘରେ କ୍ଷୀର !

ଦୁନିଆରେ ବିଭିନ୍ନ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। ମଣିଷ ସମାଜରେ କୁକୁରଙ୍କୁ ସବୁଠାରୁ ବିଶ୍ବସ୍ତ ପାଣୀ ଭାବେ ବିବେଚିତ କରାଯାଇଥାଏ। କୁକୁର ମଣିଷର ସମସ୍ତ କଥା ମାନିଥାନ୍ତି ଏପରିକି ତାଙ୍କ କହିବା ଅନୁଯାୟୀ ସମସ୍ତ କାମ ମଧ୍ୟ କରିଥାନ୍ତି। ଏହି ବାକ୍ୟକୁ ବାରମ୍ବାର ସମସ୍ତ ସ୍ଥାନରେ…