Browsing Tag

minor gang rape

ଲକ୍ଷ୍ନୌ: ଡାକ୍ତରଙ୍କ ଅନୁପସ୍ଥିତିରେ କ୍ଲିନିକ୍‌ରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, କମ୍ପାଉଣ୍ଡର ଜବରଦସ୍ତ ପିଆଇଥିଲେ…

ଲକ୍ଷ୍ନୌର ଜାନକୀପୁରମ୍‌ରେ ଏକ କ୍ଲିନିକ୍‌ରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କ୍ଲିନିକର ଜଣେ କମ୍ପାଉଣ୍ଡର ଅନ୍ୟ ଜଣେ ନାବାଳକଙ୍କ ସହ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଜବରଦସ୍ତ ନିଶା ଔଷଧ ଖୁଆଇ ବେହୋସ୍‌ କରି ଦେଇଥିଲେ…

ଦିବ୍ୟାଙ୍ଗ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି

ନୂଆଦିଲ୍ଲୀ : ରାଜସ୍ଥାନର ଅଲବର୍‌୍‌ରେ ଜଣେ ୧୬ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ସହ ଗଣଦୁଷ୍କର୍ମ ଘଟଣାରେ ଏବେ ଯାଏଁ କେହି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଯାହାକୁ ନେଇ ସାଧାରଣ ଜନତା ଏବଂ ରାଜନୈତିକ ଦଳ ସରକାର ଏବଂ ପୋଲିସ୍‌କୁ କଡ଼ା ସମାଲୋଚନା କରିଛନ୍ତି । ଡାକ୍ତରଙ୍କ କହିବା…