Browsing Tag

mira rajput

ପତ୍ନୀଙ୍କ ହାତ ଧରି ଡିନରରୁ ଫେରୁଥିଲେ ସାହିଦ କପୁର, ପାପାରାଜିଙ୍କୁ ଦେଖି ରାଗିଗଲେ ଅଭିନେତା

ଯେତେବେଳେ ବି କୌଣସି ସେଲିବ୍ରିଟି କୁଆଡ଼େ ଯାଆନ୍ତି, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍‌ କରିବାକୁ ଚାଲି ଆସନ୍ତି । କିନ୍ତୁ ଅନେକ ବାର ସେଲିବ୍ରିଟିମାନେ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ପାପାରାଜିଙ୍କ ଉପରେ ଖୁବ୍‌ ରାଗିଯାଆନ୍ତି । ଏବେ ଏମିତି ହିଁ କିଛି ଘଟିଛି ସାହିଦ କପୁରଙ୍କ…

ପଇସା ଖର୍ଚ୍ଚ କରିବା ପୂର୍ବରୁ ପତ୍ନୀ ମୀରାଙ୍କ ପରମିଶନ ନିଅନ୍ତି ଶାହିଦ, ନିଜେ ଚାଟ୍‌ ଶୋରେ କଲେ ଖୁଲାସା

ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ରିଲିଜ ହୋଇଛି। ଦର୍ଶକଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି ସତ କିନ୍ତୁ ଫିଲ୍ମଟି କେଜିଏଫ ୨ ପାଇଁ ସେତେ ଭଲ ଆୟ କରିପାରୁନାହିଁ। ଫିଲ୍ମ ‘ଜର୍ସି’ରେ ଶାହିଦଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁର ଏବଂ ପଙ୍କଜ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି…

ବେଡ୍‌ରୁମରେ ମୀରା ରାଜପୁତ କରନ୍ତି ଏମିତି କାମ, ସ୍ତ୍ରୀଙ୍କ ବଦଭ୍ୟାସରେ ବିରକ୍ତ ହୋଇ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର…

ଶାହିଦ କପୁର ପ୍ରାୟ ସମୟରେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନିକଟରେ ଅଭିନେତା ନିଜ ପତ୍ନୀ ମୀରା ରାଜପୁତଙ୍କୁ ଥଟ୍ଟା ପରିହାସ କରିଥିବା ନଜର ଆସିଛନ୍ତି, ଯାହା ପରେ ପତ୍ନୀ ମୀରା ମଧ୍ୟ ସ୍ୱାମୀଙ୍କୁ ନିଜ ଅନ୍ଦାଜରେ ଧମକ ଦେବାକୁ ପଛାଇ ନାହାନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଶାହିଦ ନିଜ…

କୌଣସି ରାଜମହଲଠାରୁ କମ୍ ନୁହେଁ ସମୁଦ୍ରକୂଳରେ ଥିବା ଶାହିଦ କପୁରଙ୍କର ଏହି ଘର, ଦେଖନ୍ତୁ ଭିତରର ଫଟୋ

କବୀର ସିଂହ ଚରିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ଦର୍ଶକଙ୍କୁ ଅନେକ ଗୁଡ଼ିଏ ହିଟ ଫିଲ୍ମ ଭେଟି ଦେଇଛନ୍ତି। ବେବି ଫେସ ଯୋଗୁ ତାଙ୍କୁ ଚକୋଲେଟ ହିରୋ ମଧ୍ୟ କୁହାଯାଉଥିଲା। ତେବେ କିଛି ଦିନ ପୂର୍ବରୁ ଏହି ଅଭିନେତା ଏକ ଘର କିଣିଛନ୍ତି। ପତ୍ନୀ ମୀରାଙ୍କ ସହ ସେ…

ସାହିଦ ଏବଂ ମୀରାଙ୍କ ପାଇଁ ସିଲ୍‌ ହେଲା ଜିମ୍‌ ସେଣ୍ଟର, ମାଲିକଙ୍କୁ ପଠାଗଲା ନୋଟିସ୍‌

ବଲିଉଡ ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତଙ୍କ ସହ ଜିମ୍‌ ବାହାରେ ଦେଖିବାକୁ ମିଳିଛି। କରୋନା ଭାଇରସ ଭୟରେ ବିଶ୍ୱବ୍ୟାପୀ ଜିମ୍‌ ବନ୍ଦ ଥିବା ବେଳେ ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ସେମାନେ ଦୁଇ ଘଣ୍ଟା ବିତାଇଛନ୍ତି। ବର୍ତ୍ତମାନ ଏହି ଘଟଣା…

ନୂଆ ଲୁକ୍‌ ର ଫଟୋ ସେୟାର କଲେ ମୀରା, ଯାହାକୁ ଦେଖିବା ପରେ କମେଣ୍ଟ ନଦେଇ ରହିପାରିଲେନି ସ୍ୱାମୀ ଶାହିଦ୍‌

ବଲିଉଡ ଅଭିନେତା ଶାହିଦ୍‌ କପୁର ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍‌ ‘କବିର ସିଂ’ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ପତ୍ନୀ ମୀରା ରାଜପୁତ ବଲିଉଡ୍‌ ର ନୁହଁନ୍ତି କିନ୍ତୁ ଯେତେବେଳେ କେଉଁଠି ଭି ନଜର ଆସିଥାନ୍ତି ତ ଲୋକମାନଙ୍କ ନଜର ତାଙ୍କ ପାଖରେ ଅଟକି ରହିଯାଏ। ଶାହିଦ୍‌…

କେବେ ଫିଲ୍ମରେ ଡେବ୍ୟୁ କରିବେ ମୀରା ? ଶାହିଦ କଲେ ଖୁଲାସା

ଅଭିନେତା ଶାହିଦ କୁପର ଏବଂ ମୀରା ରାଜପୁତ ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରିୟ ଓ ଜଣାଶୁଣା ଦମ୍ପତି। ନିକଟରେ ଦୁହେଁ ଲାକମୀ ଫ୍ୟାଶନ ଓ୍ଵିକରେ ପହଞ୍ଚିଥିଲେ। ଦୁହିଁଙ୍କର ଏହି ସମୟ ଫଟୋ ସୋସିଆଲ ମିଡିଆରେ ଧମାଲ ମଚାଉଛି। ଏହା ମଧ୍ୟରେ ଶାହିଦ ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା…

ପୁଣି ଥରେ ବାପା ହେଲେ ସାହିଦ୍ : ଜାଣନ୍ତୁ ଏଥର ମୀରାଙ୍କ କୋଳକୁ ପୁଅ ଆସିଲା ନା ଝିଅ

ପୁଣି ଥରେ ବାପା ହେଲେ ସାହିଦ୍ କପୁର । ଗତ କାଲି ହିନ୍ଦୁଜା ହସ୍ପିଟାଲରେ ମୀରା ରାଜପୁତଙ୍କ କୋଳକୁ ଆସିଛି ପୁଅ । ୨୦୧୫ରେ ବିବାହ କରିଥିଲେ ଏହି ଯୋଡି । ସାହିଦ୍ ଏବଂ ମୀରାଙ୍କ ଦୁଇ ବର୍ଷର ଝିଅ ମିଶା ପରେ ଏବେ ଜନ୍ମ ହୋଇଛି ପୁଅ । ଏହି ଖବର ପରେ ପ୍ରଶଂସକଙ୍କ ମହଲରୁ ଶୁଭେଛାର ସୁଅ ଛୁଟୁଛି ।…

ପୁରା ହେବ ଫ୍ୟାନଙ୍କ ସ୍ବପ୍ନ ! ଏକାଠି ଅଭିନୟ କରିବେ ସାହିଦ-ମୀରା

ସାହିଦ୍ ଏବଂ ମୀରାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ମୀରା । ଏକ ବିଜ୍ଞାପନରେ ସାହିଦ୍ ଏବଂ ମୀରା ଏକାଠି କରିବେ ଅଭିନୟ । ଏକ ବେବି ପ୍ରଡକ୍ଟରେ ଉଭୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ…