Browsing Tag

missile test

ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓ ପକ୍ଷରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ । ଧାମରା ଅବଦୁଲ କଲାମ ଦ୍ବୀପରୁ ସକାଳ ୯.୫୦ରେ ପ୍ରଳୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।…

ଭଦ୍ରକ: ‘ଅଗ୍ନି ପ୍ରାଇମ୍‌’ ମିସାଇଲର ସଫଳ ପରୀକ୍ଷଣ

ଭଦ୍ରକ(କେନ୍ୟୁଜ୍): ‘ଅଗ୍ନି ପ୍ରାଇମ୍‌’ ମିସାଇଲର ସଫଳ ପରୀକ୍ଷଣ । ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ପରୀକ୍ଷଣ କରାଯାଇଛି । ଏହି ମିସାଇଲ ୩ ହଜାରରୁ ୩ ହଜାର ୫ ଶହ କିମି ମଧ୍ୟରେ ଲକ୍ଷ୍ୟଭେଦ କରି ପାରିବ । ମିସାଇଲର ଲମ୍ବ ୧୬.୭ ମିଟର ଓ ପ୍ରସ୍ଥ ୨ ମିଟର ।…

ଫିଲ୍ମି ଢଙ୍ଗରେ ମିସାଇଲ୍ ଟେଷ୍ଟ କଲା ଉତ୍ତର କୋରିଆ, ଆକ୍ସନ ମୁଭି ଷ୍ଟାର ଭଳି ନଜର ଆସିଲେ କିମ୍ ଜୋଙ୍ଗ୍…ଦେଖନ୍ତୁ…

ଉତ୍ତର କୋରିଆ ଗୁରୁବାର ଏକ ନୂଆ ଅର୍ନ୍ତମହାଦ୍ବୀପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣର ପ୍ରଚାର ପାଇଁ ଦେଶର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍-ଉନ ଯେଉଁ ଭିଡିଓ ଜାରି କରିଛନ୍ତି, ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଜୋର୍ ଧରିଛି। ଏକ ଖବର ମୁତାବକ, ଉତ୍ତର…

ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ପରୀକ୍ଷଣ ହେବ ଅସ୍ତ୍ର ମାର୍କ-୨…

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଅତ୍ୟାଧୁନିକ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଆକାଶରୁ ଆକାଶ ମାର୍ଗରେ ଲକ୍ଷଭେଦ କରିପାରୁଥିବା ଏହି ଉନ୍ନତ ମାନର ଅସ୍ତ୍ର ମିଶାଇଲର କ୍ଷମତାକୁ ବଢ଼ାଯାଇ ଅସ୍ତ୍ର ଏମ୍‌କେ-୨ ଭର୍ସନ ବା…