Below header
Browsing Tag

missile

ବାଲେଶ୍ୱର: ଦୁଇଟି ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ…

ବାଲେଶ୍ବର(କେନ୍ୟୁଜ୍): ଦୁଇଟି ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଛି । ସଂଧ୍ୟା ୭ଟା ୩ ମିନିଟରେ ପ୍ରଥମ ଥର ପାଇଁ ପଛକୁ ପଛ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ସ୍ୱଦେଶୀ…

ରାତିରେ ଅଗ୍ନି, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ…

ପ୍ରଥମ ଥର ପାଇଁ ରାତିରେ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆରଡିଓ ପକ୍ଷରୁ ଧାମରାର ଅବଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡରୁ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ…

ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ, ଚାନ୍ଦିପୁର ୩ନଂ ଲଞ୍ଚ ପ୍ୟାଡ୍‌ରୁ ବଂଶୀ ମିଜାଇଲର ସଫଳ ପରୀକ୍ଷଣ

କେନ୍ୟୁଜ୍: ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ । ଚାନ୍ଦିପୁର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ବଂଶୀ ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଅସ୍ତ୍ର ମିସାଇଲକୁ ବଂଶୀ ହିଟ୍‌ କରିଛି । ଆକାଶରେ ସଫଳତାର ସହ ଟାର୍ଗେଟ୍‌ ହିଟ୍‌ କରିଛି ବଂଶୀ । ଗତକାଲି ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଏୟାର ଟୁ ଏୟାର ମିସାଇଲ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍‌ ରିଆକ୍ସନ ସରଫେସ୍‌ ଟୁ ଏୟାର ମିଶାଇଲ QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍‌ ରିଆକ୍ସନ ସରଫେସ୍‌ ଟୁ ଏୟାର ମିଶାଇଲ, QRSAMର ସଫଳ ପରୀକ୍ଷଣ । ଆଜି ଦିନ ୧୧ଟାରେ ଏହି କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ…

ଚାନ୍ଦିପୁରରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ। ସକାଳ ୧୦ଟା ୧୯ ମିନିଟରେ ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସର ଲକ୍ଷଭେଦ କ୍ଷମତା ରହିଛି ୪୫୦ରୁ ୬୦୦ କିଲୋମିଟର। କ୍ଷେପଣାସ୍ତ୍ରର ଲମ୍ବ ୮ ଦଶମିକ ୪ ମିଟର ଥିବା ବେଳେ ମୋଟେଇ ୦ ଦଶମିକ ୬ ମିଟର। ଏହା ଜଳ,…