Browsing Tag

missing man found

ନିଖୋଜର ୧୦ ଦିନ ପରେ ମିଳିଲା ମୃତ୍ୟୁଦେହ, ୪ ଛୁଆଙ୍କ ଧରି ଏବେ କେମିତି ଜୀବନ କାଟିବ ସ୍ତ୍ରୀ

କରଞ୍ଜିଆ(କେନ୍ୟୁଜ୍): ନିଖୋଜ ର ୧୦ଦିନ ପରେ ମିଳିଲା ମୃତ୍ୟୁଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ । ସେହି ଗ୍ରାମର ଧନେଶ୍ୱର ଗୁଆ ନାମକ ଜୈନେକ ଯୁବକ ଗତ ୪ ତାରିଖ ଦିନ ଘର ଆଜବେଷ୍ଟ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର…

ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ, କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ

ପାଟଣାଗଡ଼(କେନ୍ଯୁଜ୍): ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ । ପାଟଣାଗଡ଼ ବ୍ଲକ ଲରମ୍ବା ଥାନା ତମିଆଁ ଗାଁର ବିଘ୍ନରାଜ ପୁଟେଲଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ । ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ…

ବ୍ରଜରାଜନଗର : ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼, ଆଜି କୂଅରୁ ସ୍ୱାମୀଙ୍କ ମୃତଦେହ ଠାବ

ଝାରୁସୁଗୁଡ଼ା(କେନ୍ଯୁଜ୍): ଝାରୁସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼ । ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଠାବ ହୋଇଛି । ଗଙ୍ଗାନଗର ଫାଟକ ପଦାରେ ଏକ କୂଅରୁ ମୃତଦେହ ଠାବ କରିଛି ବ୍ରଜରାଜନଗର ପୋଲିସ । ମୃତକ ହେଲେ ନାରାୟଣ ପୋଦାର । ଗତକାଲି…